One Of My Favourite Song❤️ Of @sonunigamofficial and @abhijitmajumdarofficial Sir🙏😇
ଯାହାକୁ ମୁଁ Perform କରିଥିଲି Voice of Odisha ର Studio Round 3 re
ସମସ୍ତେ ଶୁଣି ନିଜ ଆଶୀର୍ବାଦ ଓ ଭଲ ପାଇବା Comment ରେ ଜଣେଇବେ 😇🙏
Thank You So Much @abhijeetraaga
sir 🫶❤️😇🙏 ଏଗୀତରେ Proper Guidance ଓ Encouraged କରିଥିବାରୁ 🙏 Truly Unforgettable Moment Of My Life🙏❤️
@shasanksekharofficial Sir❤️ and
@diptirekhaofficial Maam🙏 Thankyou So much ସବୁବେଳେ Support and ଶିକ୍ଷା ଦେଇଥିବାରୁ ❤️🙏
@goodlyrath Sir🙏
@prem.anand.official Sir❤️🙏
ମୋତେ ଆଜି ବି ବହୁତ୍ ଜଣ ଏଇ ସୋ ର Performance ଗୁଡ଼ିକ Social Media Platform ରେ Upload ପାଇଁ କୁହନ୍ତି ❣️❤️🙏😇
Sorry ସମସ୍ତଙ୍କୁ କି ମୁଁ ଟିକେ Active ରହିପାରୁନି🥺, କିନ୍ତୁ ଆଜି ଠୁ ଚେଷ୍ଟା କରିବି ମଝିରେ ମଝିରେ ଗୀତ ଗାଇ Upload କରିବି ଓ ସବୁ Performance ବି ଛାଡ଼ିବି🫶🫶👍
ଖାଲି ସମସ୍ତେ ଏମିତି ଆଶୀର୍ବାଦ ଓ ଭଲ ପାଇବା ରଖିଥିବେ 🙏😇
Jay Shree Jagannath 🙌
#Voice_Of_Odisha #voiceofodishaseason5 #satyabrata #satyabratamallick #voice_of_odisha #kehijanebhalalagere #sonunigam
Негізгі бет KEHI JANE BHALA LAGE RE \\ SATYABRATA MALLICK \\ VOICE OF ODISHA S5 \\ TARANG TV
Пікірлер: 3