PRAISE THE LORD EVERYONE 🙏
ଆମେ ଖଲିଆପାଲି ସଂକୀର୍ତ୍ତନ ଦଳ 22 ଓ 23 May 2022 ରେ ଏକ ଅଷ୍ଟ ପ୍ରହରୀ ଆୟୋଜନ କରିଥିଲୁ | ଯାହାକି ଖୁବ୍ ସୁନ୍ଦର ଭାବରେ ଆରମ୍ଭ ହୋଇ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା | ସେଥିପାଇଁ ଆମେ ସଦାପ୍ରଭୁଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଦେଉଛୁ |
ଏହି ଅଷ୍ଟ ପ୍ରହରୀ ରେ ଆମକୁ ୬ ଗୋଟି ଦଳ ସାହାଯ୍ୟ କରିଥିଲେ | ସେମାନେ ହେଲେ ବିର୍ଯୁପାଲି, ଅଇଁଲାପାଲି, କନ୍ଦ୍ ପାଲି, ତୋରା ଆଦର୍ଶ ପଡ଼ା, ତୋରା ଟାଙ୍ଗର ପଡ଼ା ଓ ହୀରାକୁଦ୍ । ସେ ସମସ୍ତ ଦଳଙ୍କୁ ମଧ୍ୟ ଆମର ବହୁତ୍ ବହୁତ୍ ଧନ୍ୟବାଦ୍ |
This is Our official Channel of Bargarh Khaliapali C.N.I Mandali sankirtanya Dala.
Manager - Eicky Barik ( 8018325365 )
Singer - Pratyush Kumar (Dilu) ( 6372445065 )
#khaliapali
#christiansongs
#christian
#kirtan
#sankirtan
#sankirtanyatra
#prahari
#namasankirtan
#namasankirtanam
#baithak
Негізгі бет Khaliapali CNI Mandali | Christian Kirtan | Prahari | 2022 🔥😍❤️
Пікірлер: 7