ରାଜ୍ୟ ରାଜନୀତିରେ ଏବେ ମିଛ ପଲିଟିକ୍ସ। ବିଜେଡି ପଦଯାତ୍ରା ଶୁଭାରମ୍ଭ ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବିଜେଡି ସୁପ୍ରିମୋ ବିଜେପିକୁ ନିଶାନା କରିବା ସହିତ ମିଛ କହି କ୍ଷମତାକୁ ବିଜେପି ଆସିଛି କହିଛନ୍ତି। ଗତ ୨୪ ବର୍ଷରେ ଓଡ଼ିଶାର ବିକାଶ ପାଇଁ ବିଜେଡି ଅନେକ କାମ କରିଛି। ୨ ହଜାର ମସିହାରେ ରାଜ୍ୟରେ ଗରିବୀ ୭୦ ପ୍ରତିଶତ ଥିବାବେଳେ ଏବେ ଏହା ୧୦ ପ୍ରତିଶତକୁ ଖସି ଆସିଛି। ମୁଣ୍ଡ ପିଛା ଆୟ ବି ବଢିଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #BJD #BJP #Odishapolitics #Bhubaneswar #Naveenpatnaik #Manmohansamal
Негізгі бет କିଏ ମିଛୁଆ ବିଜେଡି ନା ବିଜେପି ? | Odisha Reporter
Пікірлер: 36