Welcome to our KZitem channel, where we delve into the enchanting world of Spirituality. In this video, we embark on a captivating journey through the heartwarming and miraculous tales of Lord Krishna's childhood, often referred to as "Krushnanka Balya Leela.
କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ ।
ଏହି ଭିଡ଼ିଓ ମାଧ୍ୟମରେ ଆପଣ ସମ୍ପୂର୍ଣ ଭାବରେ ବୁଝି ପାରିବେ କୃଷ୍ଣ ,ମାତା ଯଶୋଦା ଙ୍କୁ ଚାନ୍ଦ ମାଗିବାର ଲୀଳା କଣ ଥିଲା । ଏବଂ କିପରି ଭାବରେ କୃଷ୍ଣ ମାତା ଯଶୋଦା ଙ୍କ ନିକଟରେ ଅଳି କରୁଛନ୍ତି ମାଙ୍କୁ ଆକାଶ ର ଚାନ୍ଦ କୁ ତାଙ୍କ ହାତରେ ଦେବାପାଇଁ ଏବଂ ମାତା ଯଶୋଦା ମଧ୍ୟ କିପରି ସୁନ୍ଦର ଭାବରେ କୃଷ୍ଣଙ୍କୁ ବୁଝୋଉଛନ୍ତି ତାଙ୍କ ଅଳି କୁ ଭଙ୍ଗ କରିବା ପାଇଁ। ପୁରା ଭିଡ଼ିଓ ଟି ଗୀତ ମାଧ୍ୟମରେ ଆପଣ ଭଲ ଭାବରେ ଦର୍ଶନ କରିପାରିବେ ସେଇ ସୁନ୍ଦର ଲୀଳା କୁ ତେଣୁ ଭିଡ଼ିଓ ଟିକୁ ଭଲଭାବରେ ଦେଖନ୍ତୁ ଏବଂ ଆନନ୍ଦ ନିଅନ୍ତୁ କୃଷ୍ଣ ଙ୍କ ବାଲ୍ୟ ଲୀଳା ର ।
Follow Us on Social Media
_____________________________
facebook.com/sriparamarthi/
Join with us on WhatsApp Group4 _____________________________
chat.whatsapp.com/BE12Mb9UQJuKI5Zx66pE7Y
AMIYA BHAGABATA KATHA FULL PART
kzitem.info/door/PLLc7NQ_GKrDu7mD37LcfmGIYDAv7mMqDr
SRIKHETRA MANDALA PARIKRAMA
kzitem.info/door/PLLc7NQ_GKrDuYGWGsUMSdznqJyojK-CrP
KUNTI STUTTI
kzitem.info/door/PLLc7NQ_GKrDuzeq96mymEv8SijT-kwSd8
FULL SERIES OF SRILA B.V SRIDHARA GOSWAMI MAHARAJ
kzitem.info/door/PLLc7NQ_GKrDtbMvSj9hetoewRI8OKTXkR
SEARCH FOR HAPPINESS ODIA FULL SERIES
kzitem.info/door/PLLc7NQ_GKrDs-tBvgig7qOXxWbr2BfUYs
DOES GOD EXIST ODIA FULL SERIES
kzitem.info/door/PLLc7NQ_GKrDsCyWZ39-ziphGRWHfnpa3n
Jayasree Damadora Gaudiya Matha, Chakratirtha Road, Puri
For More Information please contact the above address.
#odiaprabachana
#sriparamarthi
#odiabhakti
#puri
#jagannatha
SOME IMAGES, VIDEO FOOTAGE, AND TEXT COLLECT FROM VARIOUS SOURCES SO WE ARE NOT CLAIMING FOR IT OUR OWN, ALL CREDIT GOES TO HIS ORIGINAL CREATOR. --------------
COPYRIGHT DISCLAIMER---------------
UNDER SECTION 107 OF THE COPYRIGHT ACT 1976, ALLOWANCE IS MADE FOR "FAIR USE" FOR PURPOSES SUCH AS CRITICISM, COMMENT, NEWS REPORTING, TEACHING, SCHOLARSHIP, AND RESEARCH. FAIR USE IS A USE PERMITTED BY COPYRIGHT STATUTE THAT MIGHT OTHERWISE BE INFRINGING. NON-PROFIT, EDUCATIONAL OR PERSONAL USE TIPS THE BALANCE IN FAVOR OF FAIR USE
Негізгі бет କୃଷ୍ଣଙ୍କ ବାଲ୍ୟ ଲୀଳା | Krushnanka Balya Lila || Odia Prabachana ||by Sripada B V Bodhayan Maharaj
Пікірлер: 52