ମା ଭଗବତୀ ଙ୍କ ବିଷୟ ରେ ଆସନ୍ତୁ କିଛି ଜାଣିବା | maa bhagabati temple banpur #bhagabati #odishatemple
ବାଣପୁର ର ଅଧିଷ୍ଠାତ୍ରୀ ଦେବି ଭଗବତୀ କେଉଁ ପ୍ରାଚୀନ କାଳରୁ ତାଙ୍କର ପୂଜା ଆରାଧନା ପ୍ରବତୀତ ହେଇଛି ତାହାର ଇୟତା ନାହିଁ ¡ 1950 ମସିହାରେ ବାଣପୁରରୁ କୋଙ୍ଗଦ ସମ୍ରାଟ ଧର୍ମରାଜା ଙ୍କ (ଖୀ 700 - 725 ) ପ୍ରଦତ୍ତ ତାମ୍ର ଶାସନରେ ତାଙ୍କ ବିଷୟରେ ପ୍ରଥମେ ଉଲେଖ୍ୟ ଦେଖିବାକୁ ମିଳେ
#maabhagabatitemple
#bhagabatitemple
#odishatemple
ଆମ ସହ ଯୋଡିହୋଇ ରହିବାପାଇଁ " sasirekha Production " you tube channel କୁ subscribe କରନ୍ତୁ ଓ bell button ପ୍ରେସ କରନ୍ତୁ ! / @sasirekhaproduction179 .
ଧନ୍ୟବାଦ !
Негізгі бет ମା ଭଗବତୀ ଙ୍କ ବିଷୟ ରେ ଆସନ୍ତୁ କିଛି ଜାଣିବା | maa bhagabati temple banpur
Пікірлер