ବାହାନଗା ବଜାରରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ I ବାଲେଶ୍ୱର ଜିଲ୍ଲା ସାଉଡ଼ ଫାଣ୍ଡିରେ ଅଭିଯୋଗ କରିବା ସହିତ ଫାଣ୍ଡି ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ୫ ଶହ ଟଙ୍କା ଦେଇଥିଲେ। କିନ୍ତୁ ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ମହିଳା ଜଣଙ୍କ ଆଜି ଅପରାହ୍ନରେ ନ୍ୟାୟ ପାଇଁ ସୋର ଥାନାରେ ଦ୍ୱାରସ୍ତ ହୋଇଛନ୍ତି। ମାଡ଼ ମାରିବା ବେଳର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି।
#viralvideo #sambhabanalive #bahanaga #balasore #spbalasora
Sambhabana Live always helps the helpless people and fights to give their rights in legal way. This channel is a ray of hope for hopeless people. Mainly It is a news-based channel along with other events. It works in fact without fear and pressure. This channel was launched on 23rd November 2023 in Odisha. You can watch this channel through social media platforms like Facebook, Instagram and KZitem . Our website is www.sambhabanalive.in . This channel forever grateful to, viewers for their love, confidence, unwavering trust.
Негізгі бет ମୋ ଭିଡ଼ିଓ ଭାଇରାଲ ହେଲା II ମୋ ଠାରୁ ପୋଲିସ ୫୦୦ଟଙ୍କା ନେଇଛି ନ୍ୟାୟ ଦେବ ବୋଲି II Sambhabanalive
Пікірлер: 13