କନ୍ଧମାଳର ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ହଜାର ହଜାର ଲୋକଙ୍କ ସାମ୍ନାରେ ମଞ୍ଚ ଉପରେ ଜଣେ ବୁଢ଼ୀ ମାଉସୀଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ପ୍ରଧାନମନ୍ତ୍ରୀ ପାଦ ଛୁଇଁ ମୁଣ୍ଡିଆ ମାରିଲେ, ଏକଥାକୁ ଗ୍ରହଣ କରିପାରିଲେନି ବୁଢ଼ୀ ମାଉସୀ ଜଣକ। କହିଲେ, ଆପଣ ତ ଦେଶର ପ୍ରଧାମନ୍ତ୍ରୀ ମୋତେ କାହିଁକି ମୁଣ୍ଡିଆ ମାରୁଛନ୍ତି ? ଉତ୍ତରରେ ମୋଦି ତାଙ୍କୁ କହିଲେ, ଆପଣ ବଡ଼ ଠାକୁର। ତେଣୁ ମୁଁ ଆପଣଙ୍କୁ ମୁଣ୍ଡିଆ ମାରିଲି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaReporteronKZitem
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #kandhamal #tulabehera #beggar #ElectionCampaign #humanity
Негізгі бет ମୋଦିଙ୍କ ମୁଣ୍ଡ ନଇଁଗଲା ବୁଢ଼ୀ ମା’ଙ୍କ ଆଗରେ | Odisha Reporter
Пікірлер: 627