ମେଘ ମାଳାରେ | MEGHA MALARE | NEW ODIA CHRISTIAN FULL VIDEO SONG
Credit....
Singer - Pr.Bore nayak , Ankita patra
Lyrics - Pr.Bore Nayak
Music - Sundar Kumar
Arrengement - Bapi Samal
Thumbnail - Jisi Raita
Channel - Bahumulya nayak
ଆମ ଯୀଶୁରାଜା ଆସୁଛନ୍ତି ମେଘ ମାଳାରେ ...
ହା....... ହା.......... ହା .......... ହାଲ୍ଲୀଲୁୟା
ହୋ.......ହୋ...........ହୋ....... ହୋଶାନ୍ନା ( ୨ )
ଆମ ଯୀଶୁରାଜା ଆସୁଛନ୍ତି ପରା ମେଘ ମାଳାରେ
ଆପଣା ଆପଣା ପ୍ରଦୀପ ସଜାଡି ଜାଗିରୁହ ହେ ( ୨ )
ଆସ ଭେଟିଯିବା ତାଙ୍କୁ ମହା ଆନନ୍ଦରେ
ଭେଟିଯିବା ଆମେ ତାଙ୍କୁ ହସ ଖୁସିରେ ହୋ...( ୨ )
ହା....... ହା.......... ହା .......... ହାଲ୍ଲୀଲୁୟା
ହୋ.......ହୋ...........ହୋ....... ହୋଶାନ୍ନା ( ୨ )
୧- ଅଦ୍ଭୁତ ଲକ୍ଷଣ ଆକାଶ ସୀମାରେ ଦେଖା ଯିବ ହେ
ତାଙ୍କ ଆଗମନ ସକାଶୁ ପୃଥିବୀ ବିଳାପ କରିବା ରେ ( ୨ )
ଯେଉଁଠାରେ ମଡ଼ା ଶବ ପଡ଼ିଥିବ
ସେଇଠି ଶାଗୁଣା ଏକାଠି ହେବେରେ
ଆସ ଭେଟିଯିବା ତାଙ୍କୁ ମହା ଆନନ୍ଦରେ
ଭେଟିଯିବା ଆମେ ତାଙ୍କୁ ହସ ଖୁସିରେ ( ୨ )
ହା....... ହା.......... ହା .......... ହାଲ୍ଲୀଲୁୟା
ହୋ.......ହୋ...........ହୋ....... ହୋଶାନ୍ନା ( ୨ )
୨- ମଧ୍ୟ ଆକାଶରେ ପ୍ରଧାନ ଦୂତ ତୂରୀ ଫୁଙ୍କିବେ
ତୂରୀର ଶବଦ ଶୁଣି ମୃତ୍ୟୁମାନେ କବରୁ ଉଠିବେ ( ୧ )
ଯେତେ ଧାର୍ମିକ ସବୁ ଉର୍ଦ୍ଧକୁ ଉଠିବେ
ଯେତେ ପାପି ସବୁ ନରକେ ଯିବେରେ
ଆସ ଭେଟିଯିବା ତାଙ୍କୁ ମହା ଆନନ୍ଦରେ
ଭେଟିଯିବା ଆମେ ତାଙ୍କୁ ହସ ଖୁସିରେ
ହା....... ହା.......... ହା .......... ହାଲ୍ଲୀଲୁୟା
ହୋ.......ହୋ...........ହୋ....... ହୋଶାନ୍ନା ( ୨ )
|| ସମାପ୍ତ ||
#jesus
#song
#newchristiansong
#meghamalare
#meghamala
#newodiachristiansong
#newchristiansong
#singer
#newsambalpurisong
#bahumulyanayak
#trending
#newtrending
#trendingsong
#newodiatrendingsong
#shorts
#trendingvideo
#sambalpuritrendingsong
#jishu
#human
#newodiachristianstatusvideo
#megharathare
#newodia
#odiatrending_songs
#odialanguage
#human
#newsambalpuri
#newvideo
#ananya
#humansagar
#meghalaya
#meghamalaresong
#humansagarnewsong
#Newtrendingodiasong
#meghamalarenewodiasong
#newodiachristiantrendingvideo
#newofiachristiantrendingsong
!!* ANTY-PIRACY WARNING *!!
This content is copyright to Bahumulya Nayak any unauthorized reproduction redistribution, re-upload ( audio or video ) is strictly prohibited of this material. Legal action will be taken against those who violate this copyright material presented.
ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ଖ୍ରୀଷ୍ଟିଆନ ସଙ୍ଗିତଟି ଭଲ ଲାଗିଥିବ
ଦୟା କରି channel ଟି କୁ ଅଧିକରୁ ଅଧିକ support କରୁଥାନ୍ତୁ |
🙏 Thanks for watching 🙏
✝️ God bless you ✝️
Негізгі бет ମେଘ ମାଳାରେ | MEGHA MALARE | NEW ODIA CHRISTIAN FULL VIDEO SONG
Пікірлер: 144