ମେଣ୍ଢା ପାଳନ// How to start sheep farm in odisha #odisha #sheepfarming #gopapur #abplusfarmingodisha
AB plus farming odisha & In this video we talk to a sheep farmer, farmer brother nema Bharat Kesari Sahu District Cuttack, badamba Block, Village Goppur, he has reared 30 red sheep and started a farm with 2 mela, using bamboo farm. Rented He also said that the total capital in the firm has been spent up to 5 lakhya, it is necessary to focus on marketing immediately. Farmers can definitely benefit from keeping sheep
.....
....
..
..
#odisha #shortsviral #abplusfarmingodisha #farming #sheepfarming
#ytshorts
#agriculture
#odiafarming
AB plus farming odisha & ଏହି ଭିଡିଓ ରେ ଆମେ ଆଲୋଚନା କରିଛୁ ଜଣେ ମେଣ୍ଢା ଚାଷିଙ୍କ ସହ, ଚାଷୀ ଭାଇଙ୍କ ନାମ ଭରତ କେସରୀ ସାହୁ ଜିଲ୍ଲା କଟକ, ବଡ଼ମ୍ବା ବ୍ଲକ, ଗ୍ରାମ ଗୋପପୁର, ସେ ୩୦ ଟି ନାଲି ମେଣ୍ଢା ପାଳନ କରିଛନ୍ତି ଏବଂ ୨ଟି ବୋଦା କୁ ନେଇ ଫାର୍ମ ଆରମ୍ଭ କରିଛନ୍ତି, ବାଉଁଶ ସାହାଯ୍ୟରେ ଫାର୍ମ ର ଭାଡା କରିଛନ୍ତି | ଏ ମଧ୍ଯ କହିଛନ୍ତି ଫାର୍ମ ରେ ସମ୍ପୂର୍ଣ ପୁଞ୍ଜି ୫ ଲକ୍ଷ୍ୟ ପର୍ଯ୍ୟନ୍ତ ଖର୍ଚ୍ଚ କରିଛନ୍ତି ,ଏହା ସଙ୍ଗେ ସଙ୍ଗେ ମାର୍କେଟିଂ ଉପରେ ଧ୍ୟାନ ଦେବା ଦରକାର ଏହି ମଧ୍ୟ କହିଛନ୍ତି, ଏହି ଭାବେ ମେଣ୍ଢା ପାଳନ କଲେ ନିଶ୍ଚିତ ଭାବେ ଚାଷୀ ଲାଭବାନ ହୋଇପାରିବେ |
! ଧନ୍ୟବାଦ !
Негізгі бет ମେଣ୍ଢା ପାଳନ// How to start sheep farm in odisha
Пікірлер: 9