24 ବର୍ଷ ସରକାରର ପତନ ଘଟିଲା। ମୋହନ ସରକାରକୁ 100 ଦିନ ପୂରିଲା। ଖୋଲିଲା ଚାରିଦ୍ବାର, ଫିଟିଲା ରତ୍ନଭଣ୍ଡାର। ଗାଁ ଗାଁରେ ସୁଭଦ୍ରା ଯୋଜନାର ଉତ୍ସାହ। ପୁଣି ଓଡ଼ିଆ ଅସ୍ମିତା ଆଉ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ । ଆଇଟି ସେକ୍ଟରରେ ଉନ୍ନତି। ଧାନର ସହାୟକ ମୂଲ୍ୟକୁ 31ଶହ ଟଙ୍କାକୁ ବୃଦ୍ଧି। ଚାଷୀଙ୍କ ସମସ୍ୟା ପାଇଁ ଆଗରେ ମୋହନ ସରକାର। କାଳିଆ ଯୋଜନା ହେଲା ସିଏମ କିଷାନ ଯୋଜନା । ଏମିତି 100 ଦିନରେ ମୋହନ ସରକାରଙ୍କ 10ଟି ବଡ଼ ସଫଳତାକୁ ନେଇ ରାଜ୍ୟରେ ଚର୍ଚ୍ଚା। Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Mohansarkar #100days #BJPGovernment #OdishaSarkar #PM #NarendraModi
Негізгі бет ମୋହନ ସରକାରଙ୍କ 100 ଦିନରେ 10 ବଡ଼ ସଫଳତା || 100 Days Of Mohan Majhi’s Government || BJP |Odisha Reporter
Пікірлер: 16