ପ୍ରଭୁ ଶ୍ରୀରାମ ଙ୍କର ଏକ ସୁନ୍ଦର ଭଜନ ,
ପ୍ରଭୁ ଶ୍ରୀ ରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ୧୪ବର୍ଷ ବନ ଗମନ ପାଇଁ ନିର୍ବାସନା ହୋଇଛନ୍ତି ଏବଂ ତାଙ୍କ ସାଥିରେ ମାତା ସୀତା ଏବଂ ଭ୍ରାତା ଶ୍ରୀ ଲଷ୍ମଣ ମଧ୍ୟ ବନକୁ ଗମନ କରିବା ପାଇଁ ଇଚ୍ଛା କରିଛନ୍ତି , ମାତା କୌଶଲ୍ୟା ପୁଅକୁ କେମିତି ଛାଡିବେ , ଏହି ସମୟରେ ବାହୁନି ବାହୁନି କାନ୍ଦୁଛନ୍ତି । ଏବଂ ଏହି ଭଜନରେ ତାହା ବର୍ଣ୍ଣନା କରାଯାଇଛି ।
ଗିତ - ମାଁ ମାଁ ବୋଲି କିଏ ଡାକିବ
maa maa boli kia dakiba
ସଙ୍ଗୀତ - କ୍ଷୀରସିନ୍ଧୁ ସାହୁ
କଣ୍ଠ - ସ୍ମୃତିରେଖା ପାଢ଼ୀ
ପ୍ରଯୋଜକ - କ୍ଷୀରସିନ୍ଧୁ ସାହୁ , ( SS MUSIC )
ବିଶେଷ ସହଯୋଗ - ଲତା ସାହୁ ଓ ହୃଷିକେଶ ସାହୁ
Category - Outdoor version
Genre - Bhajan
Please subscribed our chhanel & Visit our other page
/ ssmusics
face book - / ssmusic04
Instagram- ssmusic.104
--- ANTI - PIRACY WARNING ---
This content is Copyright to ss music Any unauthorized reproduction , redistribution or re - upload is strictly prohibited of this material . Legal action will be taken against those who violate the copyright of the following material presented.
#Odiarambhajn
#Rambhajan
#Smrutirekhapadhi
#ssmusic
#newbhajan
#Ramayan
#rambanbas
Негізгі бет Maa Maa boli kie Dakiba || Odia Bhajn||Ram Bhajn ll Smrutirekha Padhi ll New Ram Bhajan 2022
Пікірлер: 620