Maa mahamayee go - Odia Mahamayee bhajan - Asima Panda - Pitambar Gouda - Full HD Video
Maa mahamayee go - Odia Mahamayee bhajan - Asima Panda - Pitambar Gouda - Full HD Video
🎵 Singer - Asima Panda & Pitambar Gouda
🎵 Music - Pitambar (7735882046)
🎵 Lyrics - Sridhar panda
🎵 Producer - Surjyamani
🎵 DOP - Surjyamani
🎵 Keyboard Arrangement - Akash
🎵 Rhythm Arrangement- Alok
🎵 Music Level - Surya Creation Official
🎵 Dubbing & Mastering - Saktiswar (MRR STUDIO , CUTTACK)
🎵 Thumbnail - manoj
#Maamahamayeego
#Odiamahamayeebhajan
#AsimapandaPitambargouda
ମା ମହାମାୟୀ ଗୋ
F - ମା ମହାମାୟୀ ଗୋ .....ମା ମହାମାୟୀ ଗୋ
ମା ମହାମାୟୀ ଗୋ ଜଗତେ ତୋର ପଡୁଛି ମା ଜୟକାର
ପାପୀ ପାଏ କ୍ଷମା ମାଆ ଲାଗିଲେ ତୋ ଡୋର
M- ଦେଉଛି ଧୋଇ ଧନେଇ ନଦୀ ଚରଣ ଯୁଗଳ ତୋର
କି ସୁନ୍ଦର ମନ ଲୋଭା ରୂପ ତୋହର ମାଲୋ ...ରୂପ ତୋହର
F/M - ନାଲି ଶଙ୍ଖା ସିନ୍ଦୁର ପିନ୍ଧି ଦିଶୁ ସୁନ୍ଦର
ମହିମା ତୋ ସତେ ଅପାର
F- ମହାମାୟୀ ଗୋ ଜଗତେ ତୋର ପଡୁଛି ମା ଜୟକାର
ଲାଗିଲେ ତୋ ଡୋର ...ମାଆ (୨)
Music ...........................
M- ଶନିବାରେ ମାଆ ତୋରି ପିଠରେ
ଭକତଙ୍କ ଭାରି ଭିଡ଼
ସବୁ ଦୁଃଖ ତୁ ହରୁଛୁ ମାଆଲୋ
ଲଗାଇ ତୋହରି ଡୋର ... ମାଆ ଲଗାଇ ତୋହରି ଡୋର
F- ଆସରା ତୋ ପାଖେ କରିଅଛି ମାଆ
କରିବୁନି କେବେ ପର
ତୋ ଶରଧା ବୋଲି ଆଣିଛି ମାଆ ଲୋ
ନାଲି ମନ୍ଦାର ର ହାର ..ମାଆ ନାଲି ମନ୍ଦାର ର ହାର
F - ବିପଦ ଆପଦେ ମାଆ ଥାଉ ପାଖ ପାଖରେ
M- କରା ଗଛ ମୂଳେ ବସି ଚାହୁଁ ଶୁଭ ଦୃଷ୍ଟିରେ
ଦୟାମୟୀ ଦୟା ତୋ ଅପାର ଲୋ
ମହାମାୟୀ ଗୋ ଜଗତେ ତୋର ପଡୁଛି ମା ଜୟକାର
ଲାଗିଲେ ତୋ ଡୋର ...ମାଆ (୨)
Music.................
F- ମହାମାୟୀ ଵ୍ରତ କରେ ଯିଏ ମା
ମନସ୍କାମ କରୁ ପୂର୍ଣ୍ଣ
ପୂଜା କରି ତୋତେ ବଳଦିଆ ତେଲି
ହୋଇଥିଲା ମା ଧନ୍ୟଲୋ ...ହୋଇଥିଲା ମା ଧନ୍ୟ
M- ଅତି ଶରଧା ରେ ଆଣିଛି ମାଆ ଲୋ
ଗଜାମୁଗ ତୋରି ପାଇଁ
ବାୟାରାଣୀ ରୂପେ ପୂଜା ପାଉଥିଲୁ
ତୋ ନାଁରେ ବୋଇରାଣୀ ମାଆ .....ତୋ ନାଁରେ ବୋଇରାଣୀ
M-ତୁ ମଙ୍ଗଳକାରିଣୀ ଭକତ ରଙ୍କୁଣୀ
F-ପାପ ବିନାସିନୀ ମା ଶକ୍ତି ପ୍ରଦାୟିନ
ମହିମା ତୋ ସତେ ଅପାର
ମା ମହାମାୟୀ ଗୋ ଜଗତେ ତୋର ପଡୁଛି ମା ଜୟକାର
M- ଲାଗିଲେ ତୋ ଡୋର ମାଆ
ପଡେ ଜୟକାର
F- ଲାଗିଲେ ତୋ ଡୋର ମାଆ
ପଡେ ଜୟକାର (2)
Негізгі бет Maa mahamayee go - Odia Mahamayee bhajan - Asima Panda - Pitambar Gouda - Full HD Video
Пікірлер: 98