KZ
item
Негізгі бет
Трендинг
Журнал
Ұнаған бейнелер
Ең жақсы KZitem
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Кіру
Тіркелу
Кіру
Тіркелу
Негізгі бет
Трендинг
Журнал
Ұнаған бейнелер
Ең жақсы KZitem
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Негізгі бет
Рет қаралды
0
0
0
Жүктеу
Пікірлер
@gitaranisarkar138
26 күн бұрын
ନ ଗଡୁ ବସ କେତେ ଦିନ ବନ୍ଦ ରହିବ ଦରମା ବନ୍ଦ ହେଲେ ଡ଼ାବୁ ନ ମିଳିଲେ ଆପେ ଚାଲିବ ଦେଶୀ ବିଦେଶୀ ସବୁ ବନ୍ଦ ହେଉ
@user-ft4zc7gl9p
25 күн бұрын
ମଦ ପୁରା ବନ୍ଦ୍ ହଉ ❤❤❤❤❤❤ ବସ୍ ନ ଚଳିଲେ ନ ଚାଲୁ
@user-nk1hq7sg8c
25 күн бұрын
ମୁଖ୍ଯ ମନତୀରିକୁ ଅନୁରଦ ମଦବଦକରିବା ଉଚିତ୍
@shivarampradhan8049
23 күн бұрын
Jaiki ki tk Modi ra banda chati de ame chati paribuni ame ta mada peibu 😅😅
@lilamayasahu6669
22 күн бұрын
ଅଭ୍ରାଡ ଭାଷା ତୋ ଘରେ ବି kuha ki@@shivarampradhan8049
@nectar000
22 күн бұрын
@@shivarampradhan8049pii ki jau uthibu side re kukura guha padithiba seita chtidabu nisa chadijiba😂😂
@sankarsenapati7876
21 күн бұрын
Tik katha kahichanti apna bhai ❤❤❤❤
@prakashmahapatra2182
25 күн бұрын
ପ୍ରକୃତ ରେ ମଦ ବନ୍ଦ ହେଲେ କେତେ ବହୁତ ଉଜଡ଼ା ସଂସାର ଉପକୃତ ହେବେ. ଯାହା ଆପଣଙ୍କ ଇଚ୍ଛା. ବିଚାର କରନ୍ତୁ.
@MiluPradhan-yv9mc
25 күн бұрын
Magiha jia kama kare taku mada darkar tora maa giha deba ki
@sridhar85536
26 күн бұрын
ମଦ ବନ୍ଦ କରିବା ନିଶ୍ଚିତ👍
@bikram7220
25 күн бұрын
Jouta ofc Kariba katha kar madam kn pai banda hba
@biranchinarayanbehera3614
24 күн бұрын
Kebe bi bond habani re bhai
@sk-gm8ip
24 күн бұрын
@@biranchinarayanbehera3614tu magia sabuthu beuda
@nectar000
22 күн бұрын
@@bikram7220badhi jauchi aan milibani boli tk peiba pai 😂😂
@padmini-cz3xt
26 күн бұрын
ମଦ ବନ୍ଦ ହେଲେ ଭଲ
@user-nq1um1vu2u
26 күн бұрын
ବନ୍ଦ ହଉ ମଦ
@MiluPradhan-yv9mc
25 күн бұрын
Tu magiha tote sabu madua gihabe
@lalitkumbhar1131
24 күн бұрын
ମଦ ପିଇ ଡାଇବର ବିଏପି ରେ ଗାଡି ଛଲାନ୍ତି ମଦ ବନ୍ଦ ହେଉ
@user-cb3dn9li5k
24 күн бұрын
ହଁ ମଦ ବନ୍ଦ୍ ହେବା ଦରକାର୍ bus ନ ଚାଲିଲେ ନାହିଁ ଆଗ ଯେମିତି ଲୋକ ମାନେ ପାଦରେ ଚାଲି ଚାଲି ଯାଇଥିଲେ ଏବେ ସେମିତି ଚାଲି ଚାଲି ଯିବେ bus ବନ୍ଦ୍ ହେଲେ ଅସୁବିଧା କଣ ଆଉ ଭାବିନେବା 1980 ମସିହା ଆଉ 😁😁😁
@Nk_officialvlog143
24 күн бұрын
Right
@KarunakarDhani-eo2sl
25 күн бұрын
ବସ ବରଂ ନ ଗଢୁ,ମଦ ବନ୍ଦ କରାଯାଉ।
@sukantapasa1312
26 күн бұрын
ମୋଦ ଓଡ଼ିଶା ରେ ବନ୍ଦ ହୋବା ଦରକାର
@dhiramanbag
26 күн бұрын
ମଦ ବନ୍ଦ କରାଯାଉ ବସ ନଚାଳିଲେ ନ ଚାଳୁ 😅😅😅
@BabureddyBabu-n7l
20 күн бұрын
ମଦ ବନ୍ଦ ହେଲେ ଭଲ ହେବ, ସରକାରୀ ବସ ଚଲାଯାଉ
@SurendraHial-c2o
25 күн бұрын
ବନ୍ଦ ହଉ ମଦ ଭଲ ହେବ
@kanhucharan1557
26 күн бұрын
ଜୟଜୟଶ୍ରୀ ଜଗନ୍ନାଥ 🙏🙏🙏🙏🙏ବହୁତ ବଢ଼ିଆ ଜନମତ ଶୀଘ୍ର ନିଶାମୁକ୍ତ ଓଡିଶା ହେଉ ହେଉ ହୋଇଯାଉ ସାଧା ଗାରପକା ସବୁବନ୍ଦ ସ୍ବାଗତଂ ଜୟଶ୍ରୀ ଜଗନ୍ନାଥ
@manashiandprincelifestylev2616
25 күн бұрын
ମଦ 🥃 ବନ୍ଦ୍ ହେବା ଦରକାର ।
@freefiresai1922
25 күн бұрын
ବସ ଚାଲିଲେ ବାଳ ନ ଚାଲିଲେ ବାଳ
@BuduramGoud
24 күн бұрын
ମଦ ବନ୍ଦ୍ କଲେ ଭହୁତ ସୁନ୍ଦର ଏବଂ ❤❤❤
@Santu139
23 күн бұрын
ବଡ଼ ବଡିଆ ମାନଙ୍କୁ ମଦ ପିଉଛନ୍ତି କି ନାହିଁ ପଚାରୁ ନାହାନ୍ତି ।ବେଶିତ ବଡ଼ବଡ଼ିଆ ଲୋକ ମଦ ପିଉଛନ୍ତି।ମଦ ବନ୍ଦ ହେଉ ସମସ୍ତଙ୍କ ଗୋଲୁ ମାରି ଯିବ।
@tankadharsabar1656
24 күн бұрын
ମଦ ବନ୍ଦ କରିବେ ସରକାର
@gurucharanchattar6626
25 күн бұрын
ମଦ ପିଇବା ଲୋକ ଯେମିତି ହେଲେ ବି ଚୁପ କିନା ପିଇବେ ଯେତେ ବାରଣ କର ମଦ ଗୋଟିଏ ଏମିତି କା ଜିନିଷ ଯେତେ ଏକ୍ସପ୍ରେନସ ଡ୍ରାଇଭର ହେଲେ ମଧ୍ୟ ବେଳେ ବେଳେ ଗାଡି ଚଲେଇବା ଭୁଲବାଲ ହୋଅଛି ସେଥିପାଇଁ ମଦ ସଂପୂର୍ଣ୍ଣ ବନ୍ଦ ହେଲେ ସମସ୍ତ ଙ୍କ ପାଇଁ ଭଲ ହବ ଜୟଜଗୋନାଥ 🙏🙏
@devidbilla8600
26 күн бұрын
ହଁରେ ଭାଇ କନ୍ଧମାଳ ଲୋକ ତମ ପାଟିରେ ପୁରେଇ ଦେଉଛନ୍ତି ନା 😂😂😂
@basantmalick9799
23 күн бұрын
ବସ୍ ନଗଡିଲେ ଚଳିବ କିନ୍ତୁ ମଦ ବଂଦ କରନ୍ତୁ ସରକାର। ବିଜେପି ସରକାର କଂର ଜୟହେଉ
@user-ew1dp3uc2r
24 күн бұрын
Mada banda hele bhala ❤❤❤ soo happy thanks
@user-rc2rf2dg2x
15 күн бұрын
ମଦ ବନ୍ଦ କର 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@babulusingh4869
21 күн бұрын
ଖାଲି ବସ ବାଲା ନୁହେଁ ଗାଁ ରେବି ମଦ ବନ୍ଦ୍ ହେଉ 🙏🙏🙏🙏
@chandankumarnaik4456
18 күн бұрын
ନିଶ୍ଚିତ ଭାବରେ ମଦ ବନ୍ଦ ହେବା ଦରକାର
@rohitnaik6592
25 күн бұрын
Modo band heba uchit
@surendrakumarrout7934
22 күн бұрын
ମଦ ମୁକ୍ତ ଓଡିଶା ହେବା ଦରକାର.ତେଣୁ ଓଡିଶା ବିକାଶ ହେବ.
@DillipBhoi-mu1dk
25 күн бұрын
ମହାଶୟ ଟ୍ରକ driver ଙ୍କୁ ପଚରା ଯାଉ
@sabitamalik4090
22 күн бұрын
Right decision odisha gov.
@prakashreddy8701
21 күн бұрын
ଖାଲି ଗଂଜାମ ରେ ମୋଦୋ ବିକା ହୁଏ ରାଜଧାନୀ ବିକା ହଉନି
@basantakumarpanda9022
23 күн бұрын
ସରକାର ବିଚାର କରିବା ଉଚିତ
@basantmalick9799
23 күн бұрын
ଯୋଉ ଲୋକ ମାନେ ମଦବଂଦନକରିବା ପାଇଁ କହୁଛନ୍ତି ସିଏ ବୋକାଚୋଦା। ୧ମାସ, ୨ମାସ, ୩ମାସ।--ଗଡିବନି ତ ଚଳିବ କିନ୍ତୁ ଟଙ୍କା (ଡାବୁ) ନପାଇଲେ ଆପେ ବସ୍ ଗଡିବ କିନ୍ତୁ ଚାନେଲ ଜରିଆରେ ସରକାରକୁଂ ଅନୁରୋଧ ଆପଣ ମଦବଂଦ କରନ୍ତୁ। ନହେଲେ ଆଗକୁ ଓଡିଶା ରେ ପୁଣି ପରିବର୍ତ୍ତନ ର ସୋର ସରକାର କୁଂ ଶୁଣିବାକୁ ପାଇବେ 🙏🙏
@prafullakumarbehera2132
25 күн бұрын
We want Alcohol free Odisha.
@sukumarrana9091
20 күн бұрын
ମଦ ବନ୍ଦ୍ ନହୋଇ ମଦର ଦାମ୍ ବଢାଇ ଦିଆଯାଉ ।
@siprasamal5288
23 күн бұрын
ସେ ସମସ୍ତେ ପିଅନ୍ତି ତମ ଆଗରେ କଣ କହିଥାନ୍ତି
@ranjitrana7361
25 күн бұрын
ଆମର,ମଦ,ସାଙ୍ଗେ,ମତଲବ,ତମର,ବସ,ସାଙ୍ଗେ,କେ,ମତଲବ
@ST4VLOGO
24 күн бұрын
ବସ ବନ୍ଦ ହେଲେ ଟ୍ରେନ ରେ ଆସିବ
@lilamayasahu6669
22 күн бұрын
ଯଦି ବନ୍ଦ ହେବା Oyo ବି ବନ୍ଦ ହଉ
@ashishpradhan4040
24 күн бұрын
Odisha re mada band hele bhal heba ❤❤❤
@raundemurmu
26 күн бұрын
Mada band korajiba darkar
@jagannathmunda2354
20 күн бұрын
ମଦ କେବେ ବି ବନ୍ଦ ହେବ ନାହିଁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଆଦିବାସୀ ସଂପ୍ରଦାୟ ର ମଦ ହାଣ୍ଡିଆ ଆମର ପରମ୍ପରା ରେ ଅଛି
@trinathmahanta7322
22 күн бұрын
ମଦ ବନ୍ଦ କରାଯାଉ
@banasahoo2008
12 күн бұрын
କୋୖଣସି ନିଶା କଥା କୁହନ୍ତୁ ନାହିଁ ମୋଟ ଉପରେ ନିଶାମୁକ୍ତ ଓଡ଼ିଶା ହେବା ଦରକାର
@dineshswain1098
25 күн бұрын
Good Job
@user-wp5nm4vc7u
23 күн бұрын
𝓜𝓪𝓭𝓪 𝓫𝓪𝓷𝓭 𝓱𝓮𝓵𝓮 𝓫𝓱𝓪𝓵𝓪
@debajyotimalik9559
19 күн бұрын
ମଦ ବନ୍ଦ ହଉ
@brahmanandanaik8879
20 күн бұрын
ମଦ ନ ବନ୍ଦ୍ କଲେ। Maximum BJP ୫ ବର୍ଷ। Govt change' ହେଇଯିବ
@AshokRana-zp2jh
21 күн бұрын
ମଦବନ୍ଦ ହେଉ ଜିଏମରିବମରୁ
@narmadamajhi4592
20 күн бұрын
ମଦ ବନ୍ଦ ହେବା ଉଚିତ
@NilabantaKhadia-p3t
23 күн бұрын
Bilkul mada band hau
@swapnajitsahani6608
19 күн бұрын
ମଦ ବନ୍ଦ ହେଲେ ଭଲ ହେବ
@budanasinghgagarai5270
22 күн бұрын
ମଦ ବନ୍ଦ ହେବା ଦରକାର
@niranjansethy8165
22 күн бұрын
ସରକାର ରାଜସ୍ବ ପାଇଁ ମଦ ବିକୁଛି
@anandmarkeyvlogs4766
23 күн бұрын
Sabash Mu bhai ro kotha re sohomoto ochi
@anantaprasadmuduli5564
23 күн бұрын
ମଦକୁ ଓଡ଼ିଶାରେ ସଂପୂର୍ଣ୍ଣ ଭାବେ ବାରଣ କରାଯାଉ।
@tarunkumardas3029
25 күн бұрын
କ'ଣ ବସରେ ମଦ ପିଇବା ନିହାତି ଦରକାର ଆଉ ସେହି ଡ୍ରାଇଭର, କଣ୍ଡକ୍ଟର, ହେଲଫର ଓ ପବ୍ଲିକ ନିହାତି ବସ ଭିତରେ ମଦ ପିଇବା ଦରକାର । ଆଉ ଯେମିତି ବସ ଭିତରେ ମଦ ପିଇବା ପ୍ରୋମସନ କରି ମଦ ବନ୍ଦ ହେଲେ ବସ୍ ଗଡିବ ନାହିଁ କୁହାଯାଉଛି ।
@mamaslyfstyle7546
6 күн бұрын
ମଦ ବନ୍ଦ କରନ୍ତୁ ବନ୍ଦ୍ କରନ୍ତୁ
@mrdillipkumardilu6366
Күн бұрын
ମଦ ବନ୍ଦହଉ ଵସ ନଚାଲୂ
@laxmitvr9651
26 күн бұрын
ମଦ ମୁକ୍ତ ଅଂଚଳ ଓଡିଶା ହେବା ଦରକାର, ନେକ୍ସଟ ଟାଇମ ବିଜେପି ସରକାର l
@ashwinisahu6584
25 күн бұрын
MADA BAND HELE. BAHU LOKA BANCHI PARIBE ....
@niranjansethy8165
22 күн бұрын
ମଦ ବନ୍ଦ କରିବା ପାଇଁ ସାହସ ଦରକାର
@Ashok75201
20 күн бұрын
ମଦ ବନ୍ଦ ହେବା ଗୋଟେ ସ୍ବାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ମିଡ଼ିଆ ଭାଇ ଯୋଉ ପଚାରିଲେ ଡ୍ରାଇଭର ଭାଇ କଣ ସତ କହିଦେଲେ ତାହା ନୁହେଁ
@niranjansethy8165
22 күн бұрын
ମୁଁ ମଦ ପିଉଛି, କିନ୍ତୁ ସରକାର୍ ମଦ ବନ୍ଦ୍ କଲେ ମୁଁ ବି ଛାଡି ଦେବି
@nabajyotis
21 күн бұрын
Bhala hechi bhai
@RockyMistryi
21 күн бұрын
Yes i agree👍
@mamaslyfstyle7546
6 күн бұрын
ଭାରି ଭଲ କଥା କହିଲୁ ତୁ ମରି ଯାଇ ମଦ ବନ୍ଦ କର
@ArjunaSethi-fm4sb
22 күн бұрын
Mada banda haba darkar jay sriram
@SurprisedOctopus-dm8wx
21 күн бұрын
ଖାଲି ମଦ ବନ୍ଦ୍ ହେଲେ ହେବନି ଗଞ୍ଜେଇ ଅଫିମ ଚରସ୍ ଏସବୁ କଣ ନିଶା ନାହିଁକି
@babulusingh4869
21 күн бұрын
ମଦ ଥିଲେ ଲୁକ ନିହାତି ପିବେ ମଦ ବନ୍ଦ୍ ହେଉ ସବୁ ଠିକ୍ ହେବ 🙏🙏🙏
@sushildalabehera
22 күн бұрын
Koti koti namaskaar sarkar ku Mada ku bend karajau
@dhandeoyadav
19 күн бұрын
Good decision
@sanjayabehera5625
23 күн бұрын
Need to ban liquor strictly in odisha to save family
@manashnayak2794
18 күн бұрын
ଵଶ ବଦ ହବନି ମଦ ବଦ କର ଵଶ ଵାଲା ବୋପା କୁ ମଉସା ଡାକି ଗାଡିଚଳେଇବେ 💯
@user-rq1rk4nq4t
26 күн бұрын
Right
@bindasboydilse5842
21 күн бұрын
ବସ ନଚାଲିଲେ ଆମେ ଟ୍ରେନ ରେ ଯିବୁ 😄😄😄
@gauraprasad4074
18 күн бұрын
ଖାଲି ଡ୍ରାଇଭର କାହିଁକି, ମୁଲିଆ ମଦ ନ ପିଲେ କାମକରିବାକୁ ଯାଉନି,.. ଋଷିଙ୍କର ଦେଖିଲେ ଉଠଇ କଥାଭଳି.....ତେଣୁକରି ମୁଳୁ ମାରିଲେ ଯିବ ସରି ଦେବଙ୍କସଙ୍ଗେ କିମ୍ପା କଳି ??
@bijaybarla9321
22 күн бұрын
Right 👍👍
@krushnaverygoodsirsanta7275
26 күн бұрын
Bahut Bhala Katha
@BhagabatMoharana
26 күн бұрын
Madam banda heba jaruri
@dasarathabaskey7386
26 күн бұрын
Yes
@Shibablogg
21 күн бұрын
ବସ ନ ଚାଲିଲେ ସବୁ ଛୋଡ଼ି ହେଇ ଜୀବ,, ମଦ ବନ୍ଦ୍ ହୋଉ ସବୁ ଟେମ୍ପୋ ରେ ଯିବା ଆସିବା କରିବେ
@bijayakumarsahoo4623
13 күн бұрын
ଇୟେ ବୁଦ୍ଧିଆ ମଦୁଆ ତେଣୁ ଇୟେ ବାବୁ ମଦ ବନ୍ଦ ହେବ ନାହିଁ ବୋଲି କହୁଛନ୍ତି। ଓଡିଶାରୁ ମଦ ବନ୍ଦ୍ ହେଉ।
@bijaykhuntia
19 күн бұрын
ମଦବନ୍ଧ ହେଲେ ବରମୁଣ୍ଡାରୁ ଗଡିବନି ବସ କାହିଁ କଣ ଡ୍ରାଇଭର ମଦ ପିଇ ଗାଡି ଚଲାନ୍ତି ନା କ'ଣ😮
@narasingsanta6961
21 күн бұрын
ମଦ ବଂଦ ହେଲେ ବରମୁଣ୍ଡା ଲୁଗା ମରି ଜାଆ ନୁ
@SunLight49
23 күн бұрын
ତୋ ବୋଉ ଉପରେ ଚଢ଼ି ଯାଉ ବସ୍ ମାଧିଆ ମଦ ବନ୍ଦ୍ ହବ ଦରକାର
@asitalehara6737
23 күн бұрын
First gaon gaon re ମଦ ବନ୍ଦ କରୁ please 🙏
@user-sq6jp4yi3u
23 күн бұрын
ମଦ stop plz❤❤
@suvendumahapatra-cd7zb
23 күн бұрын
,ମଦ ବନ ହେଉ ଭ ଲ ହେବ ଯେ ମଦ ବିକିବା ତିନି ବର୍ଷ ନନ୍ ବେଳ ଜେନ ଦଣ୍ଡ ହେଉ ଓ ରାତି ସମୟରେ ସବୁ ପଚାୟତରେ ଡେନ କେମେରା ବୁଲୁ
@chaitanyarana383
23 күн бұрын
Right decision
@harprasadsenapati3945
19 күн бұрын
Bus na chalu pachhe kintu mada band hoijau . Odisha re mada band heba nihati darakara heuchi tahahele sabu thik hoijiba
@user-of2xz9sx5m
23 күн бұрын
👍👍👍 ଜୟ ଜଗନ୍ନାଥ
@suryablags5190
22 күн бұрын
ଆମେ ଗାଁ ରେ ଅଛୁ ରାଜଧାନୀରେ ବରମୁଣ୍ଡା ବସ ନ ଗଡି ଆମର ଢ଼ୋ।
@PS-jd2yo
21 күн бұрын
Pura Band Heu
@kadambinimohanta
20 күн бұрын
Band hele bhala
@kshyamanidhibarik7610
22 күн бұрын
MADA SHIGHRA BAND HEU
@user-kx5if1wk8u
22 күн бұрын
Permanently cancel root permit
@prasad8078
23 күн бұрын
Bus stand look so neat and clean..
@JayakrushnaNaik-ej7rq
24 күн бұрын
ମଦଵଦ୍ଦ ହଵନାହ
@user-kx5if1wk8u
22 күн бұрын
Cancel permit
Пікірлер