ଗାୟକ - ଲମ୍ବୋଦର ବେହେରା
ବାୟକ - ଜୟନ୍ତ କୁମାର ବିଶ୍ଵାଳ
ଶ୍ରୀ ପାଳିଆ-ବସନ୍ତ କୁମାର ସାହୁ (କମେଡ଼ି)
ପାଳିଆ-କାଳୁ ଚରଣ ସାହୁ,ସୁବାସ ଚନ୍ଦ୍ର ମାର୍ଥା, ପ୍ରଦୀପ କୁମାର ସ୍ଵାଇଁ ଙ୍କ ଦ୍ଵାରା ସମ୍ପୂର୍ଣ୍ଣ ପାଲା ଶୁଣନ୍ତୁ
#pala #ପାଲା
ପାଲାର ସଂଜ୍ଞା :-
ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବପ୍ରାଚୀନ
ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି
ଏହା ସାହିତ୍ୟିକ, ଆଧ୍ୟାମ୍ବିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ
ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ,ରାମାୟଣ ଇତ୍ୟାଦିର
ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବାବିଷୟକୁ ଆଲୋଚନା କରନ୍ତି |
ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ
ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ
ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ
ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି,
ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା
ଦଳ ହୋଇଥାଏ, ଏଇ ହେଉଛି ପାଲା
Thank You for watching this video, if you like this
video then please hit the like button, share, and do
subscribe to our channel for more such cultural
and entertaining videos, also comment
Негізгі бет ମହାଭାରତ/ଓଡ଼ିଶା ର ସୁନାମଧନ୍ୟ ପାଲା ଗାୟକ ତତ୍ଵ ବିଭୂଷଣ ଲମ୍ବୋଦର ବେହେରା ଙ୍କ ପାଲା ରୁ ଶିକ୍ଷନ୍ତୁ
Пікірлер: 7