କେବେ ସିଲ୍ ହେବ ଧର୍ମଶାଳାର ବଲେ ବଲେ ଢାବା। ବ୍ଳକ ପ୍ରଶାସନ ତରଫରୁ ୩ ଦିନିଆ ନୋଟିସ ଜାରି କରାଯାଇଥିଲା। ୧ ତାରିଖରେ ଏହି ଢ଼ାବାକୁ ସିଲ କରାଯିବ ବୋଲି ବିଡିଓ କହିଥିଲେ ମଧ୍ୟ ସିଲ କରିନଥିଲେ କାରଣ ବିଡିଓଙ୍କ ଢ଼ାବା ମାଲିକଙ୍କ ପ୍ରତି ଅନୁକମ୍ପା ରହୁଥିବା ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ଏହି ଢାବାରୁ ୩ ଟି ଏସି ଅନେକ ପିଙ୍ଖା ଓ ଇଲେକ୍ଟ୍ରି ଆଇଟମ ସବୁ କାଡ଼ି ନିଆଯାଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaReporteronKZitem
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #balebaledhaba #dharmashala #jajpur #elinadash #odisha #news #odishareporter
Негізгі бет `ମିଲିଭଗତରେ ଏଲିନାକୁ ଦିଆଯାଇଥିଲା’ | Actress Elina Dash | Pranab Balabantaray's Balle Balle Dhaba | OR
Пікірлер: 84