ରୁଗୁଡା ଛତି, ମଡା ଛତି, ବିହିଡେନ୍ ଛତି । ଇସବୁ ଛତି ମିଲୁଛେ ଗୁଟେଠାନେ । ସମ୍ବଲପୁର ସହରର୍ ଛତି ବଜାର୍ କହେଲେ ଆଶାପାଲି ବଜାରକେ ସଭେ ଜାନସନ୍ । ବର୍ଷା ଦିନିଆ ଛତି କେ ଛାଡି ଦେଲେ ବଟମ୍ ଛତି ଇଠାନେ ସବୁବେଲେ ମିଲସି । ଗ୍ରାହକ୍ ମାନକର୍ ଭିଡକେ ଦେଖିକରି ଏଭେଏଭେ ଧନୁପାଲି, ଅଏଁଠାପାଲି ଠାନେ ବି ମିଲୁଛେ ଛତି । ବର୍ଷା ମାସ୍ ଆସିଗଲେ ମଡା ଆର୍ ରୁଗୁଡା ଛତି ରୋଡ ତରା ମାନକୁ ବସେଇ ଥିସନ୍ । ରୁଗୁଡା ଛତି ର୍ ଦାମ୍ ଯେନତା, ସ୍ୱାଦ୍ ବି ହେନ୍ତା । ରୁଗୁଡା ଛତି ଛଡାଲାଟା ପାଏକେ ୪୦୦ ଟଙ୍କା ହେଇଥିବାର୍ ବେଲକେ ନାଇଁ ଛଡାଲାଟା ୨୦୦ ଟଙ୍କା । ମଡାଛତି କେଜି ପିଛା ୨୦୦ ନୁ ୨୫୦ ରହିଛେ । ବରଷକେ ଥରେ ଛତି ଆସୁଥିବାର୍ ଲାଗି ଗ୍ରାହକ୍ ମାନେ ଦାମ୍ କେ ଖାତିର୍ ନାଇଁକରି ନେଇକରି ଖାଉଛନ୍ ।
For more such updates, please Like, Comment, and Share our videos and Subscribe to our KZitem channel.
Contacts:-
Mail- pahara24x7@gmail.com
Facebook- / paharaa24x7
KZitem- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Odisha #Paharaa #Sambalpur #MushroomShop #NewLocation #ShopRelocation #LocalBusiness #FoodLovers #Mushrooms #CommunityNews #SambalpurUpdates #BusinessMove
Негізгі бет Mushroom Shop Moves: Sambalpur's Favorite Changes Location: ସମ୍ବଲପୁରନେ ଆଶାପାଲି ବଜାରନେ ରକମ ରକମର ଛତି
Пікірлер: 13