ନମସ୍କାର
ଗୋପାଲ ଲାକ୍ରା ଦାନପଡା ଗ୍ରାମର ଜଣେ ଅଗ୍ରଣୀ ଚାଷୀ ତାଙ୍କର ଇଚ୍ଛା ଏବଂ ଅନୁରୋଧ କ୍ରମେ ମୁ ଆସିଥିଲି ତାଙ୍କ ଚାଷ ଜମିକୁ ପ୍ରାକୃତିକ ଚାଷ ପ୍ରଶିକ୍ଷଣ ପାଇଁ | ସେ ଜଣେ ଅଗ୍ରଣି ଚାଷୀ ସେ ରାସାୟାନିକ ପଦ୍ଧତିରେ ଚାଷ କରୁଥିଲେ କିନ୍ତୁ ଦିନକୁ ଦିନ ମାଟି ଖରାପ ହେବ ଫଳରେ ସେ ଏବେ ରାସାୟନିକ ପ୍ରଣାଳୀକୁ ଛାଡି ପ୍ରାକୃତିକ ପ୍ରଣାଳୀ ମାଧ୍ୟମରେ ଚାଷ କରିବା ପାଇଁ ଇଛୁକ ଅଛନ୍ତି |
#kisansathi #naturalfarming #farming #desiseeds #savesoil #organicfarming #savesoilmovement #kitchen #consciousplanet
#indegeneous #organicfarming #organic
Plz follow us
Facebook-
/ kisansathi123
Instagram-
/ kisan_sathi
Twitter-
twitter.com/sa....
Негізгі бет NATURAL FARMING ,ODISHA | ପ୍ରାକୃତିକ ଚାଷ ପ୍ରଶିକ୍ଷଣ,ଗ୍ରାମ-ଦାନପଡା,ସୁନ୍ଦରଗଡ
Пікірлер: 1