ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ତିନି ଦିନ ଧରି ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ କରା ଯାଏ⚫❗⚫🪷🪷⚫🪷⚫ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ପ୍ରଥମ ଦିନ ରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ଭିନ୍ନ ପରମ୍ପରା ଅନୁଯାୟୀ ପ୍ରଥମ ଦିନ ରେ ମହାପ୍ରଭୁଙ୍କ ଆଦି ସେବକ ଙ୍କ ଦ୍ଵାରା ଶ୍ରୀଜିଉ ଙ୍କୁ ପହଣ୍ଡି ବିଜେ କରିବା ସହିତ ଛେରାପହଁରା କରି ରଥାରୂଢ଼ କରିଥାଆନ୍ତି ଏବଂ ଦ୍ୱିତୀୟ ଦିନ ରେ ଭକ୍ତ ମାନେ ଜଗନ୍ନାଥ ମନ୍ଦିର ଠାରୁ ଟାଣି ଟାଣି ନିଅନ୍ତି। ସେଦିନ ଅଧା ବାଟରେ ପ୍ରଭୁ ରାତ୍ରି ଯାପନ କରନ୍ତି ଏବଂ ପୁନର୍ବାର ତୃତୀୟ ଦିନରେ ଭକ୍ତ ମାନେ ରଥକୁ ଗୁଣ୍ଡିଚା ମନ୍ଦିରକୁ ନେଇ ଥାଆନ୍ତି।🪷⚫❗⚫🙏
⚫ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ଭିନ୍ନ ପରମ୍ପରା ରହିଛି ଏଠାରେ ଆଦି ସେବକ ଛେରାପହଁରା କାରି ରଥ ନିକଟ କୁ ନେଇ ଥାଆନ୍ତି ⚫@utkalcartoonworld
Негізгі бет Nilagiri Rathayatra//
Пікірлер