ହୃଦୟ ବିଦାରକ କାହାଣୀ ସହିତ ସୁନ୍ଦର୍ ଗୀତଟିଏ ବାପା ବାପା ବୋଲି କାହାକୁ ଡାକିବୁ.. ଆଶାକରୁଛି ଗୀତ ଟି ସମସ୍ତ ଦର୍ଶକ ମାନଙ୍କ ମନକୁ ଛୁଇଁବ l ଏମିତି ଭିଡ଼ିଓ ଦେଖିବା ପାଇଁ ଯଦି ଆମ ଚ୍ୟାନେଲ କୁ subscribe କରି ନାହାଁନ୍ତି ତାହେଲେ କରି ନିଅନ୍ତୁ, ଯାହା ଫଳରେ ଭିଡ଼ିଓ ଅପଲୋଡ ହେବା ମାତ୍ରେ ଆପଣ ସର୍ବ ପ୍ରଥମେ ନୋଟିଫିକେସନ ପାଇବେ। ଆଉ ହଁ ଗୀତ ଶୁଣିବା ପରେ ଆପଣଙ୍କ ମତାମତ ନିଶ୍ଚୟ comment ବକ୍ସ ରେ ଦେଇ like, share କରିବାକୁ ଭୁଲିବେ ନାହିଁ.. ଧନ୍ୟବାଦ 🙏🙏🙏
ଅରିଜିନାଲ କଣ୍ଠଶିଳ୍ପୀ - ଶିବ ନନା
ଯଦି ଏହି ଗୀତ ପାଇଁ କେହି କପିରାଇଟ ଷ୍ଟ୍ରାଇକ କରିବେ ତାହେଲେ ଦୟାକରି ଏହି ନମ୍ବର ରେ 7991003923 ଯୋଗାଯୋଗ କରିବେ, ଯୋଗାଯୋଗ କରିବାର 24 ଘଣ୍ଟା ଭିତରେ ଚ୍ୟାନେଲ ରୁ ଗୀତ କାଟି ଦିଆଯିବ... 🙏🙏🙏
Негізгі бет ODIA SONG #
Пікірлер: 38