#ଦିଅଁ_ପଡ଼ିଯିବା_ଅଶୁଭ_ସଙ୍କେତ_କି ?
ପଡିଗଲେ ବଡ ଠାକୁରେ। ଚାରମାଳ ଉପରେ ହାମୁଡି ପଡିଲେ ବଡବାଡ ସାମନ୍ତ । ଦିଅଁ ପଡିବା, ବଡ ଅଘଟଣର ସଙ୍କେତ । ଏ କଥା ଆମେ କହୁନାହୁଁ ଆଜ୍ଞା । ଶ୍ରୀକ୍ଷେତ୍ରର ମଠ ମହନ୍ତ ଆଉ ଖୋଦ୍ ନିଳାଦ୍ରୀ ମହୋଦୟର ପଙ୍କକ୍ତି ହିଁ ଏହା ବଖାଣୁଛି । ଆପଣଙ୍କୁ ଅବଗତ କରିବା ପାଇଁ ଆମେ ନୀଳାଦ୍ରି ମହୋଦୟର ସେହି ଅଂଶଟି ପଢି ଶୁଣାଉଛୁ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ସଂସ୍କୃତରେ ଶ୍ଲୋକଟି ଏହିପରି ।
#Odisha #OTV #SpecialStory #JanaajanaJagannath #Puri #Srijagannath
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZitem: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Негізгі бет Omen of Misfortune: Mishap during Adapa Mandap Bije Raises Concerns
Пікірлер: 24