@Ommtvindia ଆଜି 14/09/2024 ତାରିଖ ଶନିବାର ଦିନ ରାତ୍ର 02 ଘଣ୍ଟା 30 ମିନିଟ ସମୟରେ ଭାଙ୍ଗିଲା ବେଦାନ୍ତର ପ୍ରୋସେସ ୱାଟର ଲେଗ ପୋଖରୀ ଯାହାଫଳରେ ଚାଷ ଜମିରେ ମାଡିଗଲା କଷ୍ଟିକ କାଦୁଅ ପାଣି l କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ରୁ ରାୟଗଡା ଜିଲ୍ଲା ମୁନିଗୁଡାକୁ ଯାତାୟତ କରୁଥିବା ରାସ୍ତାରେ 05 ଫୁଟର ଉଚାରେ କଷ୍ଟିକ ବିଷାକ୍ତ ପାଣି ଚାଲି ଥିଲା l ରାସ୍ତା ଦୁଇ ମୁଣ୍ଡରେ ସହ ସହ ଗାଡି ଅଟିକି ଥିଲା ଯାହାଫଳରେ ଯାତାୟାତ ଠପ ହୋଇ ଯାଇଥିଲା l କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ଶୂନ୍ୟ ଦୁର୍ଘଟଣା ପ୍ରବଣତାର ଆୱାର୍ଡ ପାଉଥିବା କମ୍ପାନୀ ରେ ଦିନକୁ ଦିନ ବହୁଳ ପରିମାଣରେ ଦେଖିବାକୁ ମିଳୁଛି ବିଭିନ୍ନ ଅଘଟଣ l ଅସରକ୍ଷିତ ବେଦାନ୍ତ ପାରିପାର୍ଷିକ ରେ ଥିବା ଲାଞ୍ଜିଗଡ, ଜଗନ୍ନାଥ ପୁର, ଛତ୍ରପୁର,ବାସନ୍ତପଡ଼ା ବାତେଲିମା, ଚମ୍ପାଦେପୁର ଏହି ଛ ଗୋଟି ପଞ୍ଚାୟତ ଅସୁବିଧାର ଅଞ୍ଚଳବାସୀ ସମୁଖୀନ ହୋଇଥାନ୍ତି ଆଉ କେତେବେଳେ ତ ରେଡ ମଣ୍ଡ ପଣ୍ଡ ର ପାଣି ବିଷାକ୍ତ କଷ୍ଟିକ ପାଣି ଲୋକଙ୍କ ଘରକୁ ପଶି ଯାଇଥିବା ବେଳେ ଆଉ କେତେବେଳେ ଚାଷ ଜମିରେ ବିଷାକ୍ତ କଷ୍ଟିକ ପାଣି ପଶୁଥିବା ବେଳେ ଫସଲ ନଷ୍ଟ ମଧ୍ୟ କରୁଛି ବର୍ଷା ଦିନେ କଷ୍ଟିକ ପାଣି ଆଉ ଖରା ଦିନେ ଆସ ଡଷ୍ଟ ପ୍ରବଳ ପରିମାଣରେ ଉଡି ଥାଏ l ଆଜି ରାତିରେ ପୁଣି ପ୍ରୋସେସ ୱାଟର ଲେଗ ପଣ୍ଡ ଭାଙ୍ଗିବା ଫଳରେ 20 ଫୁଟର ବଡ ଘାଇ ସୃଷ୍ଟି ହୋଇଥିଲା l ଏହି ବିଷାକ୍ତ କଷ୍ଟିକ ପାଣି ମୁଖ୍ୟ ରାସ୍ତରେ 05 ଫୁଟ ଉଚ୍ଚତlରେ ଚାଲିଥିଲା ତାପରେ ବଂଶଧାରା ନଦୀରେ ମିଶିଥିଲା ଓ ଚାଷ ଜମିରେ ମଧ୍ୟ ଏକର ଏକର ଜମିରେ ମାଡି ଯାଇଥିଲା ବଂଶଧାରା ନିଦି ପାଣି ଆଉ ବିଲ ର ପାଣି ନାଲି ରଙ୍ଗରେ ବିଷାକ୍ତ କଷ୍ଟିକ ପାଣି ଦେଖା ଯାଉଥିଲା, ଯାହାଫଳରେ ସମସ୍ତ ଚାଷ ଜମିରେ ପଟୁ ମାଟି ଓ ବିଷାକ୍ତ ପାଣି ପଶି ଚାଷ ଜମିକୁ ନଷ୍ଟ କରି ଦେଇଥିଲା l ଚାଷ ଜମିରେ ନାଲି ବିଷାକ୍ତ ପାଣି ଯୋଉ ହିସାବରେ ଚାଲିଥିଲା ତାହା ଯିଏ ଦେଖିବ ସେ କହିବ ବନ୍ୟା ପାଣି ମlଡ଼ିଯାଇଛି ବୋଲି କିନ୍ତୁ ସେ ପାଣି ସବୁ କଷ୍ଟିକ ବିଷାକ୍ତ ପାଣି ଥିଲା ଲୋକଙ୍କର ଏତେ ଜମି କ୍ଷତି ହୋଇ ଯାଇଛିଯେ ତାହା ଆକଳନ କରିବା ବହୁ କଷ୍ଟ ସାଧ୍ୟ ହୋଇ ପଡୁଛି ବେଦାନ୍ତକୁ l ଏହି ଚାଷ ଜମି କ୍ଷତି ହୋଇଥିବା ସମସ୍ତ ଚାଷୀମାନେ ଆସି ବେଦାନ୍ତର ମୁଖ୍ୟ ଫାଟକକୁ ବନ୍ଦ କରି ଦେଇଥିଲେ ତାପରେ ଲାଞ୍ଜିଗଡ ବ୍ଲକ ବିଡ଼ିଓ, ଉପ ଜିଲ୍ଲାପାଳ ଭୋବାନୀପାଟଣା, ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଓ ବେଦାନ୍ତ ର କର୍ମକତ୍ତା ଆସି ଚାଷୀ ଭାଇ ମାନଙ୍କୁ ଖେତୀ ପୂରଣ ଦିଆ ଯିବ ବୋଲି କହି ବୁଝେଇ ଥିଲେ କିନ୍ତୁ ଜତିକି ଟଙ୍କା ଚାହୁଁଥିଲେ ସେତିକି ନ ଦେବlହେତୁ ଚାଷୀ ଭାଇ ମାନେ ବିରକ୍ତ ହୋଇ ଆସି ଯେଉଁ ଘାଇ ହୋଇ ଥିବା ପ୍ରୋସେସ ୱାଟର ଲେଗ ପାଖରେ ପହଂଚିଥିଲେ ଓ ବେଦନ୍ତର ଜେସିବି ବନ୍ଧରେ ମାଟି ପକାଉଥିବା ସମୟରେ କାମକୁ ସ୍ଥଗିତ କରିଥିଲେ l ଚାଷୀମାନେ ଆମର ଯଦି କ୍ଷତି ପୂରଣ ବେଦାନ୍ତ ନ ଦିଏ ତେବେ ହେଲେ ଆମେ କାମ କରେଇ ଦେବୁ ନାହିଁ ବୋଲି କହି କାମକୁ ସ୍ଥଗିତ ରଖିଛନ୍ତି l Today 14/09/2024, Saturday, at 02:30 PM, Vedanta's process water leg pond broke down, resulting in the inundation of hard muddy water on the farm land. The road traveling from Lanjigarh in Kalahandi district to Muniguda in Rayagada district had a height of 05 feet of hard, poisonous water flowing at both ends of the road.
The vehicles were stuck so that the traffic was stuck l Vedant Company located in Lanjigarh, Kalahandi district, which received the award of zero accident rate, various accidents are seen day by day in the company.
The residents of six panchayats are facing problems and sometimes the water from the Red Mand Pond has entered the houses of the people and sometimes the poisonous water has destroyed the crops in the farm land and the animals are living there.
During the night, the process water leg dam broke again, creating a 20-foot gash. This toxic caustic water flowed up to 5 feet in the main road, then joined the river and flooded acres of farm land.
was seen, so that all the tea #Ommtv #Ommtvindia #Ommtvodisha #Vedanta #Kalahandi #Lanjigad #Tribal
OmmTV channel is a digital channel. Which is available exclusively on digital social media platforms including OmmTV Portal, Omm TV, Omm Radio and E-Paper. It is a digital media house. It is affiliated with New Bhubaneswar Press Club along with Ommtv Media Private Limited Company. its entertainment programs are managed by Kalinga Cine Arts Foundation. this media house is a registered organization of the state, it has representatives in every district and block. However, it promotes the Art of Giving while serving only positive news. With the blessings and inspiration of educationist and social worker Achyuta Samanta, this organization has been and will continue to serve people from all walks of life in the state and outside the state through media. Since its founder Bidyadhar Barik (Madhu) is a renowned motivational speaker and journalist, he has been managing it himself since 2020.
ଓମଟିଭି ଚ୍ୟାନେଲ୍ ଏକ ଡ଼ିଜିଟାଲ ଚ୍ୟାନେଲ ଅଟେ । ଯାହା କେବଳ ଡ଼ିଜିଟାଲ ସୋସିଆଲ ମିଡ଼ିଆର ଓମଟିଭି ପୋଟାଲ , ଓମ ଟିଭି , ଓମ ରେଡ଼ିଓ ଏବଂ ଇ ପେପର ସହିତ ସ୍ବତନ୍ତ୍ର ଆପରେ ଉପଲବ୍ଧ ଅଟେ। ଏହା ଏକ ଡ଼ିଜିଟାଲ ମିଡ଼ିଆ ହାଉସ୍ ଅଟେ। ଓମଟିଭି ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ସହିତ ଏହା ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍ ସହିତ ଅନୁବନ୍ଧିତ ହୋଇଛି। ଏହାର ସମସ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ଦ୍ବାରା ପରିଚାଳିତ ଅଟେ। ଏହି ମିଡ଼ିଆ ହାଉସ୍ ରାଜ୍ୟର ଏକ ପଞ୍ଜିକରଣ ସଂସ୍ଥା ହୋଇଥିବାରୁ ଏହାର ପ୍ରତିନିଧିମାନେ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକରେ ଅଛନ୍ତି। ତେବେ କେବଳ ସକରାତ୍ମ ସମ୍ବାଦ ଏଥିରେ ପ୍ରସାରଣ କରାଯିବା ସହିତ ଲୋକଙ୍କ ସେବା ଆର୍ଟ ଅଫ୍ ଗିଭିଂ କୁ ଏହା ପ୍ରମୋଟ କରିଥାଏ। ଶିକ୍ଷାବିତ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଆର୍ଶୀବାଦ ଓ ପ୍ରେରଣାରେ ଏହି ସଂସ୍ଥା ରାଜ୍ୟ ତଥା ରାଜ୍ୟ ବାହାରେ ସମସ୍ତ ବର୍ଗର ଲୋକଙ୍କ ସେବା ଗଣମାଧ୍ୟମ ଦ୍ବାରା କରିଆସୁଛି ଏବଂ ଆସୁଥିବ। ଏହାର ପ୍ରତିଷ୍ଠାତା ବିଦ୍ୟାଧର ବାରିକ ( ମଧୁ ) ଜଣେ ପ୍ରତିଷ୍ଠିତ ମୋଟିଭେସନାଲ ସ୍ପିକର ଓ ସାମ୍ବାଦିକ ହୋଇଥିବାରୁ ଏହାକୁ ସେ ୨୦୨୦ ମସିହାରୁ ନିଜେ ପରିଚାଳନା କରି ଆସୁଛନ୍ତି।
Негізгі бет @Ommtvindia
Пікірлер