ପାହଡ଼ ମଧ୍ୟରେ ଗାଁ ସରୁକୁଇ କନ୍ଧମାଳ / tribal village sarukui/Kanhar bhai
ପଥରକନାଲି ଇମିତି ଏକ ଗାଁ ଟିଏ ଯୋଉଜାଗାରେ ୬୦ଟି ପରିବାର ବାସକରନ୍ତି।
ହେଲେ ସେଇଥିରେ ରାସ୍ତା ର କୌଣସି ପ୍ରକାର ନୂତନ ନବୀକରଣ ହୋଇପାରୁନି ।୬୦ ଟି ପରିବାର ବଡ଼ ହନ୍ତ ସନ୍ତ ରେ ଜୀବନ ଅତି ବାହିତ କରୁଛନ୍ତି। କୌଣସି ପ୍ରକାର ସରକାରଙ୍କ ସୁବିଧା ସୁଯୋଗ ପାଇ ପାରୁନାହାନ୍ତି ।
ଆଜିର ଏହି video ମାଧ୍ୟମ ରେ ଆମେ ସରକାର ଙ୍କୁ ବିନତି କରୁଛୁ କି କେରିଡି ପଞ୍ଚାୟତ ଠାରୁ ପଥରକନାଲି କୁ ଏକ ରାସ୍ତା sonjog ହେଉ ଯାହା ଦ୍ଵାରା ପଥର କନାଳି ଗ୍ରାମ ବାସୀ ମାନଙ୍କର ଜନ ଜୀବନ ଉନ୍ନତୀ ପଥର ଗତି କରିବ l
Video ଟି ଭଲ ଲାଗିଲେ like comment share and subscribe କରି bell icon tiku click କରନ୍ତୁ ଯୋଉ ଦ୍ଵାରା ନୂତନ video ନୂତନ ଜାଗା ଦେଖେଇବାରେ ପ୍ରେରଣା ମିଳିବ ଜୟ ଜଗନ୍ନାଥ 🙏
#kanharbhai
#odiavlogs
#kandhamalvlog
#viralvlog
#anganwadi
#gouranganayakodiavlogs
#village #village #vlog
#kandhamal
#tribalvlogodia
#ckantprank
#tribalgirlrani
#tribalboyuttam
Негізгі бет ପାହଡ଼ ମଧ୍ୟରେ ପଥର କନାଲି ଗାଁ ଆଜି ବୁଲିବାକୁ ଗଲୁ ଶେଷରେ କଣ ହେଲା ଦେଖନ୍ତୁ 🤣 / tribal village /Kanhar bhai
Пікірлер: 18