ଅଭିନୟ ସେଇଆ ଯୋଉଟା ହୃଦୟରୁ କରାଯାଏ,ସେଇଟା ଏଇ video ରେ Bidisha ଙ୍କ ପାଖରେ ଦେଖିବାକୁ ମିଳିଲା…।। The sequence of change of characters in one frame is a symbol of talented actor/actress , which is totally visible in Bidisha's night sence ( ବାସର ରାତି ସମୟରେ)& firstly the time of entey in frame is totally unexpected level , which is a good point for our upcoming industry… ;
@Sachidananda_Behera
Жыл бұрын
ପ୍ରତ୍ୟେକ ଅଭିନେତା ଓ ଅଭିନେତ୍ରୀ ନିଜ ନିଜ ଅଭିନୀତ ଚରିତ୍ର କୁ ଫୁଟେଇ ପାରିଛନ୍ତି mostly the character of -ଥଲଥଲି I mean -Bidisha is totally unique and different because she make it as like as natural,ଆଉ ବାକି ରହିଲେ ଜ୍ଞାନ ଭାଇ - he is all time legend 😃, ଟୁଲୁ ଭାଇ ବି ମସ୍ତ 😃 # honestly କହିବାକୁ ଗଲେ Bidisha and Gyna ଭାଇ ଙ୍କ ଅଭିନୟ ଅନ୍ୟ ମାନଙ୍କ ତୁଳନାରେ ଅଧିକ ଭଲ ଏବଂ ମଜାଦାର ଥିଲା…
@Sachidananda_Behera
Жыл бұрын
ବାକି ରହିଲା concept ଭଲ,but କିଛି ଜାଗାରେ ଭଲ ହେଇପାରିବ ଯେମିତିକି ★ ଥଲଥଲି ଆଉ ନାଳୁଆ ର meet time ra colour combination ରେ ବେଶୀ saturation ହେଇଯାଇଛି , ଏମିତି କିଛିଟା ଯାଗାରେ ଟିକେ ଟିକେ ଭୁଲ୍ ଦେଖା ଯାଉଛି ଟିକେ ଦେଖିବେ ବାକି video is wonderful and mind-blowing,keep it up and make a milestone in the field of comedy, thank you 😊🙏.
Пікірлер: 124