HELLO DEAR PEOPLE IN CHRIST !! PRAISE THE LORD NAMASKAR .HERE WE ARE PRESENTING YOU ALL A VERY BEAUTYFULL SAMBALPURI JESUS SONG "PARITRANA" WHICH IS SUNG BY ASHISH BEDI & AYUSH SHAAN.HOPING YOU ALL WILL LOVE THIS SONG AND SHARE WITH ALL YOUR FRIENDS AND FAMILY.
THANK YOU !!
AUDIO CREDIT:-
SINGER-AASHISH BEDI & AYUSH SHAAN
LYRICIST-RASHMI RANJAN NANDA
MUSIC ARRANGEMENT-AASHISH BEDI
KEYS ARRANGE-AYUSH SHAAN
RECORDED AT-STUDIO LIRON BARGARH
MIX & MASTERED-AASHISH BEDI
RYTHMIST-FIROJ,BICKY,MANTU,SHANTU & ARATA
VIDEO CREDIT:-
DIRECTED BY-DIBEESH JAAL(SAGAR)
CINEMATOGRAPHY-KUNAL RANJAN SAGAR
ASSIT CAMERAMAN-KARAN SUNA
CC AND EDITING-ASHISH BEDI AT CREATIVE HUB.
SPECIAL SUPPORT-BIKASHKANT NAG || RAMU PRADHAN || PRAMOD
Lyrics:-
ତତେ ଦେବାର ଲାଗି ପରିତ୍ରାଣ ଛାଡ଼ଲେ ସେ ସରଗ ସ୍ଥାନ
ଯଦି ନାଇଁ ହେବୁ ପରିବର୍ତ୍ତନ ତୋର ସର୍ଗୁ ନା କଟିଯିବାନ
(2 ଥର )
କ୍ଷମା ଦେଲେ କ୍ଷମା ତୁଇ ପାଏବୁ ଯେନ୍ତା କାମ ଥି ସେନ୍ତା ଫଲ ପାଏବୁ (2 ଥର )
ତତେ ଦେବାର ଲାଗି ପରିତ୍ରାଣ ଛାଡ଼ଲେ ସେ ସରଗ ସ୍ଥାନ
ଯଦି ନାଇଁ ହେବୁ ପରିବର୍ତ୍ତନ ତୋର ସର୍ଗୁ ନା କଟିଯିବାନ (ଘୋଷା )
କାହାର ମନେ ଦୁଃଖ ଦେଇ କିଏ ସୁଖେ ରହିଛେ
ଫିରବି ତୁଇ ସୁଖେ ଅଛୁ କ୍ଷମା ତତେ ମିଳିଛେ
ତୋର ମନର ଯାହା ଦୁଃଖ ସବୁ ସେ ଜାନୁଛନ
ଆମର ଧର୍ଯ୍ୟ ଦେଖବାର ଲାଗି ଆମେ ପରଖୁ ଥିସନ
ସାରା ସଂସାର ତତେ ଦେଖୁଥିବା ଆରୁ ସେନ ତୋର ବିଚାର ହେବା (2 ଥର )
ତତେ ଦେବାର ଲାଗି ପରିତ୍ରାଣ ଛାଡ଼ଲେ ସେ ସରଗ ସ୍ଥାନ
ଯଦି ନାଇଁ ହେଲେ ପରିବର୍ତ୍ତନ ତୋର ସର୍ଗୁ ନା କଟିଯିବାନ
(1 ପଦ )
ଯେତେ ପାପ ତୁଇ କରୁ ଥିଲେ ବି ଯୀଶୁ ତତେ ଚାହେଁସନ
ସେଥିର ଫାଏଦା ନେଇଁ ଉଠା ତୁଇ ଦେଖବୁ ତାକର ଶାସନ
ସୋର କର ତୁଇଁ ସେ ଦିନ ନୋହ ବେଲର କଥା
ଭାସି ଯାଇଥିଲେ ସବେ ନାଇଁ ମିଲ୍ଲା ତ ପତା
ହେନ୍ତା ହେଲେ ଇହାଦେ କେନ୍ତା କରତା
ରକ୍ଷା କର ବୋଲି ରଡୁ ଥିତା
ପରଭୁ ଯୀଶୁର ଲାଗି ବଞ୍ଚି ଯାଉଁଛୁ
ନାହେଲେ ଆମେ ବି ସେ ସଜା ପାଏଁତା (2 ପଦ )
ତତେ ଦେବାର ଲାଗି ପରିତ୍ରାଣ ଛାଡ଼ଲେ ସେ ସରଗ ସ୍ଥାନ
ଯଦି ନାଇଁ ହେବୁ ପରିବର୍ତ୍ତନ ତୋର ସର୍ଗୁ ନା କଟିଯିବାନ
Негізгі бет PARITRANA || NEW JESUS SAMBALPURI SONG 2021 || ASHISH BEDI || AYUSH SHAAN || LIRON STUDIO ||
Пікірлер: 404