ଏକ ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେଇଥିବା ତହସିଲଦାର ସହ ଭିଜିଲାନ୍ସ ମଧ୍ୟରେ ହାଇଡ୍ରାମା। ଭିଜିଲାନସ ହାବୁଡ଼ରୁ ବର୍ତ୍ତିବା ପାଇଁ ଗାଡ଼ି ଧରି ଖସି ପଳାଇଥିବା ତହସିଲଦାରଙ୍କୁ ଜିଲ୍ଲାପାଳଙ୍କ ଅଫିସ୍ ର ମିଟିଂ ହଲର ଶୌଚାଳୟରୁ ଶେଷରେ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ। ଅଭିଯୁକ୍ତ ହେଲେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। ଜମିଜମା ମାମଲାର ସମାଧାନ ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଇଥିବା ଖବର ପାଇ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କ ସରକାରୀ ବାସଭବନକୁ ଆସୁଥିଲା ଭିଜିଲାନ୍ସର ଏକ ଟିମ୍। ଏହି ସମୟରେ ଆଗୁଆ ସୂଚନା ପାଇ ଅତି ଚତୁରତାର ସହ ଗାଡ଼ି ଧରି ଖସି ପଳାଉଥିଲେ ବିଚିତ୍ରାନନ୍ଦ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaReporteronKZitem
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #Odisha #Rayagada #Tahashildar #Police #VigilanceRaid
Негізгі бет ଫିଲ୍ମ ଷ୍ଟାଇଲରେ ଧରା ପଡ଼ିଲେ ତହସିଲଦାର | Odisha Reporter
Пікірлер: 84