ସାଢେ ଚାରି କୋଟି ଓଡ଼ିଆଙ୍କ ସେବାକୁ ସଙ୍କଳ୍ପ ଭାବେ ଗ୍ରହଣ କରି ବିଜୁ ଜନତା ଦଳ ଆଗକୁ ବଢୁଛି। ସାଧାରଣ ନିର୍ବାଚନ ୨୦୨୪ ପାଇଁ ବିଜୁ ଜନତା ଦଳର ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଆସନ୍ତୁ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବା, ଓଡ଼ିଶା ହକର ଲଢେଇକୁ ଜୋରଦାର କରିବା।
- Күн бұрын
Pleasure Announcing 2nd List Of BJD's Lok Sabha Candidates For 2024 Elections
- Рет қаралды 869
Пікірлер: 4