Tv ରେ match ଦେଖିକି ଜେତିକି ଖୁସି ହେଲୁ ଲବ ଭାଇ ଭାରତ ଜିତିଲା ବଲି । ତା ଠାରୁ ୧୦0ଗୁଣ ଖୁସି ହେଲୁ ତମ video ଦେଖିକି । ଦେଶ ପ୍ରତି ଜଊ ସମ୍ମାନ ଜଊ ଭଲପାଇବା ଦେଖିଲୁ। ଜଉ “ଜସ୍ “ ତୋମର “wow “ salute 🫡ଲବ ଭାଇ । this is Goosebumps video , you are a “legend “bro 🫵 🇮🇳Jai Hind 🇮🇳 Love From “ Rayagada “ district
ଲବ ଭାଇ Real Hero in the Odisha. ଭାଇ ଦେଶ bhakti ଦେଖିକି ବହୁତ ଖୁସି ଲାଗିଲା ! “Proud of you bhai “love you so much bhai ❤from Rayagada “Jay Hind “India India India 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
Пікірлер: 1,4 М.