ଶ୍ରୀଲଙ୍କା ର କଳା ମଲ୍ଲି ଶ୍ରୀମନ୍ଦିର କୁ ଆସିଲା କେମିତି ? || ସ୍ଵର୍ଗଦ୍ୱାର ର କାହାଣୀ || ଡ଼ ଶରତ ଚନ୍ଦ୍ର ମହାନ୍ତି
ପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ତଥା ଆମ ଓଡ଼ିଆ ମାନଙ୍କର ପୂଜ୍ୟ ଦେବତା I କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ଯେପରି ବଡ ତାଙ୍କ ହୃଦୟ ସେହିପରି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଏଇତିହ, ଓ ବଡ ତାଙ୍କ ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "WC BHAKTI " ପ୍ରଥମ ଅଧାତ୍ମିକ ୟୁ ଟ୍ୟୁବ ଚାନେଲ । ଯେଉଁଥିରେ ଆପଣ ମାନେ ପାଇପାରିବେ ବୁଡ଼ି ଯାଉଥିବା କଳା ଓ ଲୋକ ସଂକୃତି ର ପୁନଃ ଉଦ୍ଧାର ପାଇଁ କିଭଳି ଭାବରେ ପୁଣିଥରେ ଲୋକଙ୍କ ମଧ୍ୟରେ ଉଜିବିତ ରହିବ ଓ ପୁନଃ ଉଦ୍ଧାର ହେଇପାରିବ ଏଥି ପାଇଁ ଆମର ଏ ପ୍ରୟାସ ଜାରି ରହିଛି I। ତେବେ ଆମ ଚାନେଲ " WC BHAKTI" କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ । ଧନ୍ୟବାଦ
✽ Arranger - Abhijit Panda
✽ Concept , Screen Play - Manas
✽ Dop - Abhaya , Prasanjit
✽ Edit & DI - WC BHAKTI
✽ PRODUCTION HOUSE- WC BHAKTI (9776225374)
✽ Special thanks to Biswa Bhai,Ansuman,Babul.Kiran,Susil,Krushna
✽ Connect with us on our Official Contacts:
9776225374, 8328965899
other social links
Instagram - / wcbhakti
Facebook - / wcbhakti
KZitem - / @wcbhakti
#wcbhakti #jagannathstory #sharatchandramohanty #kalamali
#ଶ୍ରୀଲଙ୍କାରକଳାମଲ୍ଲି #ସ୍ଵର୍ଗଦ୍ୱାରରକାହାଣୀ #ଶରତଚନ୍ଦ୍ରମହାନ୍ତି
Негізгі бет ଶ୍ରୀଲଙ୍କା ର କଳା ମଲ୍ଲି ଶ୍ରୀମନ୍ଦିର କୁ ଆସିଲା କେମିତି ? || ସ୍ଵର୍ଗଦ୍ୱାର ର କାହାଣୀ || ଡ଼ ଶରତ ଚନ୍ଦ୍ର ମହାନ୍ତି
Пікірлер: 93