#ଯଦି_କିଛି_ହୁଏ_ମୁଁ_ସୋସିଆଲ_ମିଡିଆର_ଆଶ୍ରୟ_ନେବି
ଆଜି ମୋ ପେଟରେ ଲାତ ମରାଯାଉଛି । ମୁଁ ସଂଘର୍ଷ କରି ଆଲବମ ଜଗତରେ ନାଁ କରିଛି । ଜୀବନରେ ବହୁତ ଭୋଗିଛି । କନ୍ତୁ ମୋ ବିରୋଧରେ ଷଡଯନ୍ତ୍ର କଲେ, ମୁଁ ଝିଅଟିଏ ବୋଲି କଣ ଚୁପ ରହିଯିବି ! ଆଉ ଯଦି କିଛି ହୁଏ ମୁଁ ସୋସିଆଲ ମିଡିଆର ଆଶ୍ରୟ ନେବି । ମୋର ଫ୍ୟାନ ମାନଙ୍କୁ ଏ ସଂର୍ପକରେ କହି ସାରିଛି । ମୋ ପାଖରେ ସବୁ ପ୍ରମାଣ ଅଛି । ମୋ ସହିତ ପଂଗା ନେଲେ ଦଂଗା ହୋଇଯିବ । ଏବେ ରୁକସାନାଙ୍କ ଏ ଭାଇରାଲ ଅଡିଓକୁ ନେଇ ରକମ ରକମର ଚର୍ଚ୍ଚା ।
#ruksana #rukusuna #sambalpur #odisha #OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #ruksana #rukusuna #sambalpur #odisha #OdishaReporter
Негізгі бет ରୁକୁ-ରୁକସାନା ବିବାଦ | Odisha Reporter
Пікірлер: 1