ବରଗଡ଼ିଆ ମିଥୁନ୍ ସାଙ୍ଗେ ହେଉ କି କମେଡିଆନ୍ ଡୋଲୁ ଇ ସମକଁର ସାଙ୍ଗେ କାମ୍ କରିଛନ୍ ସେ । ଆଲବମ୍ ଅଣ୍ଟା ମଲକା ନାଚ୍ ଦେଖଉଛନ୍ ଆର୍ କମେଡି କଲେ ହସେଇ ହସେଇ ଅଥା କରିଦେଉଛନ୍ । କନିକାର ଟୁକେଲ୍ ରିଆ ବେଜ୍ ସମ୍ବଲପୁରୀ ମନୋରଞ୍ଜନ୍ ଦୁନିଆଁନେ ଗୁଟେ ନୂଆଁ ନାଁ । ଆଏବାର ଦିନେ ନିଜର ଗୁଟେ ଚ୍ୟାନେଲ କରିକିନା ସୋସିଆଲ ମିଡିଆନେ ଆହୁରି ଆଗକେ ଯିବାର ସପନା ଦେଖିଛନ୍ ରିଆ ।
For more such updates, please Like, Comment and Share our videos and Subscribe to our KZitem channel.
Contacts:-
Mail- pahara24x7@gmail.com
Facebook- / paharaa24x7
Instagram- / paharaa24x7
Twitter- / paharaa24x7
Whatsapp- 7205661076
Website- www.paharaa.com/
Thanks & Regards
www.Paharaa.com
#sabmalpuri #Riyabej #comedy #Paharaa #Tukelpower #Odisha
Негізгі бет ସମ୍ବଲପୁରୀ ଆଲବମ୍ନୁ ନେଇକରି କମେଡି ତକ୍ ସବୁଥି ଏକ ନମ୍ବର ରିଆ ବେଜ୍
Пікірлер: 113