ବାବାଜୀ ଅମୃତାନନ୍ଦଙ୍କ ଠୁ ଦେଖନ୍ତୁ ଏଇ ଭିଡ଼ିଓ,
ଆସନ୍ତୁ ଜାଣିବା ସ୍ୱାମୀ - ସ୍ତ୍ରୀ ସମ୍ପର୍କ କିପରି ମଧୁର ହୋଇପାରିବ
ଆଉ ଭଲ ଲାଗିଲେ ସେୟାର କରିବାକୁ ଭୁଲିବେନି
Please watch this Inspirational & spiritual talk by Babaji Amrutananda and If you like this do not forget to share and subscribe .
This is A spiritual channel to provide life changing lessons through stories by Babaji Amrutananda . Babaji Amrutananda has been inspired from Baba Baikunthanath Brahmachari .
ଏହା କେବଳ ଆଧ୍ୟାତ୍ମିକ ଜ୍ଞାନ ର ପ୍ରଚାର ପ୍ରଚାର ପାଇଁ ଯେମିତି,ଭଗବତ୍ ଗୀତା ,ରାମାୟଣ , ମହାଭାରତ , ଶ୍ରୀମଦ୍ ଭାଗବତ, ବେଦାନ୍ତ ଦର୍ଶନ, ଯୋଗ ଦର୍ଶନ,ଓ ସାଧୁ ସନ୍ଥ ମାନକର ଉପ ଦେଶ ଉପରେ ଆଧାରିତ ଏକ ଚ୍ୟାନେଲ | ସତ୍ ଉପଦେଶ ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଜ୍ଞାନ ର ବିକାଶ ,ଲୋକମାନଙ୍କୁ ସତ୍ ମାର୍ଗରେ ପରିଚାଳିତ କରିବା ଆମର ପ୍ରୟାସ |
ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରଚାର ପ୍ରସାର , Be good do good (ଭଲ ହୁଏ ଭଲ କର ), ଏମିତି ହିଁ ଆମର ଲକ୍ଷ ଓ ଉଦ୍ଦେଶ୍ୟ.
#satgyan #beststory #selfbelief
Негізгі бет ଆସନ୍ତୁ ଜାଣିବା ସ୍ୱାମୀ - ସ୍ତ୍ରୀ ସମ୍ପର୍କ କିପରି ମଧୁର ହୋଇପାରିବ || ବାବାଜୀ ଅମୃତାନନ୍ଦ
Пікірлер: 369