ଫକୀର ସାମନ୍ତ କର୍ମା, ଏମିତି ଜଣେ ଅଭିମାନୀ ଭକ୍ତ ଯାହାର ଅଭିମାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଏକାଧାରରେ ସେ ଜଣେ କଣ୍ଠ ଶିଳ୍ପୀ ଯିଏ ନିଜେ ଗୀତ ଲେଖନ୍ତି, ସ୍ୱର ସଂଯୋଜନା କରନ୍ତି ଏବଂ ତାକୁ ଗାଇ ଦିଅନ୍ତି ଯେତେବେଳେ ମହାପ୍ରଭୁ ବି ବିକଳ ହୋଇଯାଆନ୍ତି| ଯିଏ ନିଜେ ତାଙ୍କ ନିହାଣ ବାରିସୀରେ ଗଢ଼ିପକାନ୍ତି ତାଙ୍କୁ ଯିଏ ଗଢ଼ିଛନ୍ତି ସାରା ସଂସାର| ରୋଗ ବି ସାଜିପାରିନି ବାଧକ| ସ୍ୱୟଂ ମହାପ୍ରଭୁ ତାଙ୍କ ହାତ ଧରି ନିଜେ ନିଜକୁ ଗଢେଇ ଦିଅନ୍ତି| ସେ ଭଜନ ସମ୍ରାଟ ଭିକାରି ବଳ ଆଂଜ୍ଞାଙ୍କଠୁ ସଂଗୀତ ଶିଖିଥିଲେ. ତାଙ୍କ ମୁହଁରୁ ଆସନ୍ତୁ ଆମ ମହାପ୍ରଭୁଙ୍କ କୃପା ଉପରେ ଶୁଣି ଭାବ ରେ ଭିଜିବା ....
If anyone wants to contact him this is the facebook ID facebook.com/samanta.karma/
Please like, Share, Subscribe and comment on your channel @SriMahaprabhu0409 .
Let's Spread the bhava for our Mahaprabhu among each and everyone.
ଚାଲନ୍ତୁ ପ୍ରଭୁ ଙ୍କ ଭାବ ରେ ନିଜେ ଭିଜିବା ଓ ଅନ୍ୟ ଙ୍କୁ ଭିଜାଇବା...
www.youtube.com/@SriMahaprabhu0409?sub_confirmation=1
Негізгі бет Shree Jagannatha nka sattabarana Bigraha || ଯିଏ ଗଢ଼ିଛି ସଂସାର, ତାକୁ ଗଢ଼ିଛି ଫକୀର
Пікірлер: 163