ପଶ୍ଚିମ ଓଡ଼ିଶାନେ ଲୁକକଁର୍ ଭିତରେ ଗୁଟେ ବିଶ୍ୱାସ୍ ରହିଛେ ଷଷ୍ଠୀ ସରଲେ ଯେନ୍ତା କଲେ ବର୍ଷା ହେସି ବଲି । ଏପ୍ରିଲ, ମେ , ଜୁନ୍ ଅଧା ତକ୍ ଯେନ୍ ଗରମ୍ ହେଉଥିସି ଆର୍ ଯେନ୍ ହିସାବେ ଗୁମକୁଥିସି , ତାଲୁଫଟା ଖରାଲାଗି ଲୋକ୍ ଉଠବସ୍ ହେଇଯାଉଥିସନ୍ । ପ୍ରକୃତି ରିସମି ହେଇକରି ଥିବାର୍ ବାଗିର ଲାଗୁଥିବାର୍ ବେଲକେ ତାକେ ଯେନ୍ତା ଶୀତଲ ଛୁଇଁବା,ତାକେ ଶାନ୍ତ କରାଯିବା ସେଥିରଲାଗି ପଶ୍ଚିମାଞ୍ଚଲାନେ ବଡା ଧୁମଧାମନେ କରାଯାଏସି ଷଷ୍ଠୀ ଯାତରା । ଯେନେ ମହାଦେବ ଆର୍ ମାଁ ପାର୍ବତୀକଁର ବିହା ପୁରା ମାନବୀୟ ଲୋକାଚାରନେ କରାଯାଇଥିସି । ଭୋଲୋବାବା ଆର୍ ଦେବୀ ମନ୍ଦିରନେ ନିଜର ଆସନନେ ବସଲା ଉତାରୁ ବର୍ଷା ହେବାର୍ ସାଙ୍ଗେ ସମକୁଁ ଟିକେ ଶାନ୍ତି ମିଲସି ବଲି ବିଶ୍ୱାସ୍ ରହିଛେ । ମହାପୁରୁକଁର୍ ରୁଦ୍ରକଁର୍ ସାଙ୍ଗେ ଶୀତଲତାର ପ୍ରତୀକ୍ ମାଁ ପାର୍ବତୀକଁର୍ ମିଲନଟା ସାରା ସଂସାର ଲାଗି ଶୁଭ ବଲି କୁହାଯାଏସି ।
For more such updates, please Like, Comment, and Share our videos and Subscribe to our KZitem channel.
Contacts:-
Mail- pahara24x7@gmail.com
Facebook- / paharaa24x7
KZitem- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Sambalpur #Odisha #Sitalsasthi
#Odisha #Paharaa
Негізгі бет Sital Sasthi, Sambalpur: କାଏଁଯେ ହେସି ଶୀତଲ ଷଷ୍ଠୀ? କାଣା ରହିଛେ ଇତାର୍ ପୌରାଣିକ୍ ମହତ୍ୱ? ଜାନିଛନ୍…
Пікірлер