ଭଳକରି ଦେଖନ୍ତୁ ଏ ଐତିହାସିକ ଦୃଶ୍ୟକୁ.. ଲହଡା ମାରି ଆଗକୁ ବଢୁଥିବା ଏ ବନ୍ୟାଜଳ ସୁକତେଲ ଡ୍ୟାମର । ପ୍ରଥମ ଥର ପାଇଁ ସୁଇସ ଗେଟ ଖୋଲି ସୁକତେଲ ଡ୍ୟାମରୁ ବନ୍ୟାଜଳ ଛଡାଯାଇଛି । ତେଣୁ ଏଥର ଅନୂମାନ ନୁହେଁ, ସ୍ପଷ୍ଟତାର ସହିତ କହିହେବ, ଜୀବନ ପାଇଛି ବଲାଙ୍ଗିର ଜିଲ୍ଳାର ଜୀବନରେଖା ଲୋୟର ସୁକତେଲ । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Balangir #ChanchalRana #Collector #BJD #Congress
Негізгі бет ସୁକତେଲ ପାଇଁ ସିଂହ ଲଢ଼େଇ | Balangir Lower Suktel Dam | Odisha Reporter
Пікірлер: 62