Pipili is the origin of the world famous "Chandua". Art, culture, tradition, fairs and many festivals are held here like 'Bhabanipur Devi Jatra', 'Sitala Sasti', 'Birapurstampur Shiv Bibaha katha', 'Nuasasan Nrushingha Janama', 'Danamukundapur Bana Jata', 'Rupadeipur Naga Jata', 'Nageswar Bana Jata', 'Dhauli Raja Jata', 'Harirajpur Melan', 'Kunjara Melan', 'Sastas Melan'.
ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ର ଉତ୍ପତ୍ତି ସ୍ଥଳ ପିପିଲି । କଳା ,ସଂସ୍କୃତି, ପରମ୍ପରା ସବୁଥିରେ ଭରପୁର ଯାହାର ପୁରପଲ୍ଲୀ।ଯାନିଯାତ୍ରା ମେଳଣ ମଉଜ ଏବଂ ଅନେକ ପର୍ବପର୍ବାଣି ପାଳିତ ହୁଏ ଏଠାରେ। ଯେମିତି କି ଭବାନୀପୁର ର ଦେବୀ ଯାତ୍ରା, ଶୀତଳ ଷଷ୍ଠୀ, ବୀରପୁରୁଷତ୍ତମପୁର ଶୀବ ବିଭାହ, ନୁଆ ଶାସନର ନୃସିଂହ ଜନମ, ଦାଣ୍ଡମୁକୁନ୍ଦପୁରର ବାଣ ଯାତ, ରୁପଦେଇପୁର ନାଗା ଯାତ, ନାଗେଶ୍ୱର ବାଣ ଯାତ, ଧଉଳି ର ରାଜ ଯାତ, ହରିରାଜପୁର ର ମେଳନ, କୁଞ୍ଜର ମେଳନ, ଷଷ୍ଠସ ମେଳନ ।
ଏହିପରି କିଛି ଘଟଣା ସମୂହକୁ "ଚଇତି ଘୋଡ଼ା ନୃତ୍ୟ" ଶୈଳୀ ମାଧ୍ୟମରେ ଉପସ୍ଥାପନ କରୁଛୁ :-
" ଶୁଣ ଲୋ ସଜନୀ ପିପିଲି ର ଯାନିଯାତ"
Maa Binakeswari Nrutya Manjari
-----------------------------------------------------------------
Song : Sunalo Sajani Pipili Ra Janijata
Music Director : Kartik Kumar
Lyrist : Ganeswar Mahapatra
Stating : Santosini, Pratyasa, Bisu, Padi, Omm, Sishira
Choreographer : Guru Jagannath Mallick
Director : Satyaban Sahoo
Camera : Rudrani Photography (Mithun, Raja)
Editor : Tofan
#odiafolkdance
#MBKNM
#GodhaNacha
#PIPILI
#Pilili_Ra_Katha
Негізгі бет Sunalo Sajani Pipili Ra Janijata | Odia Folk Dance | MBKNM
Пікірлер: 12