ବୀର ମାଏଟ ଘେଁସ । ବ୍ରିଟିଶ ବିରୋଧୀ ସଂଗ୍ରାମର ସାରଥି ଘେଁସର ଜମିଦାର ମାଧୋ ସିଂ । ଯେନ ସଂଗ୍ରାମୀଙ୍କୁ ଡିସେମ୍ବର ୩୧, ୧୮୫୮ ସାଲେ ଫାଶୀ ଦିଆଯାଇଥିଲା । ସେ ଦିନ ତାଙ୍କୁ ଫାଶୀ ଦିଆଯାଇଥିବାର ଲାଗି ସେ ଦିନକେ ରାଜ୍ୟସ୍ତରୀୟ ବୀରତା ଦିବସ ପାଲନ କରାଯାଇ ଆସୁଛେ । ଇଂରେଜମାନଙ୍କର ସାଙ୍ଗେ ଲଢିକିନା ସେ ମୁକ୍ତି ସଂଗ୍ରାମନେ ସାମିଲ ହେଇଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ସଂଗ୍ରାମୀ ଥିଲେ ମାଧୋ ସିଂ । ବରଗଡ଼ ଜିଲ୍ଲା ସୋହେଲା ବ୍ଲକର ଘେଁସ ଜମିଦାର ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ । ତାଙ୍କର ଆର ତାଙ୍କର ୪ଟା ପୁଓଙ୍କର ବଲିଦାନ ଏବେ ତକ୍ ସୋର ରଖିଛନ୍ ସଭେ । ହେଲେ ତାଙ୍କୁ ନେଇକରି ଆଘର ପୁରଖା ନେତା ସୁର ରାଉତରାୟ ଦେଇଥିବାର ପ୍ରତିକ୍ରିୟାର ଭିଡ଼ିଓ ଏବେ ଭାଇରାଲ ହେଉଛେ । ଯାହାକେ ନେଇକିନା ପଶ୍ଚିମ ଓଡ଼ିଶା ଖାସ କରିକିନା ଘେଁସନେ ପ୍ରତିକ୍ରିୟା ଦେଖବାରକେ ମିଲିଛେ । ନିନ୍ଦା କରିଛନ୍ ପଦ୍ମଶ୍ରୀ ହଲଧର ନାଗ । ସୁର ରାଉତରାୟ ନିଜେ ସହିଦଙ୍କର ପୀଠକେ ଆସିକିନା ଭୂଲ ମାଗବାର ଲାଗି କହିଛନ୍ ହଲଧର ।
For more such updates, please Like, Comment, and Share our videos and Subscribe to our KZitem channel.
Contacts:-
Mail- pahara24x7@gmail.com
Facebook- / paharaa24x7
KZitem- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Odisha #Paharaa #SuraRoutray #ShaheedMadhoSingh #Bargarh #PublicApology #Controversy #CommunityOutrage #OdishaNews #RespectHeroes #Apology #HistoricalFigures
Негізгі бет Sura Routray's Controversial Remarks: ସଂଗ୍ରାମୀ ମାଧୋ ସିଂଙ୍କୁ ନେଇ କରି କାଣା କହଲେ ପୁରଖା ନେତା ସୁର ରାଉତରାୟ
Пікірлер: 542