ଜୟ ଜଗନ୍ନାଥ🙏
ଏହି ଭିଡ଼ିଓ ଟି ସମସ୍ତ ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ପ୍ରସ୍ତୁତ ହେଇଛି ଯେଉଁ ମାନେ ଆସନ୍ତା ସ୍ଵାଧୀନତା ଦିବସରେ ଭାଷଣ ଦେବା ପାଇଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ଏହି ଭିଡ଼ିଓ ଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ମୁଖସ୍ଥ କରିବା ସହିତ ଆଇନା ଆଗରେ ନିଜର ଭାଷଣ ଦେବାର ଅଙ୍ଗ ଭଙ୍ଗୀ କୁ ସୁଧାରି ନିଅନ୍ତୁ ଓ ସାହସର ସହିତ ନିଜକୁ ପ୍ରଦର୍ଶିତ କରନ୍ତୁ,ଦେଖିବେ ପ୍ରଥମ Prize ଆପଣଙ୍କର ହିଁ ହେବ ।
... Best of luck..
Негізгі бет Swadhinata dibas bhasana | ଏକତା ହିଁ ସ୍ଵାଧୀନତା ର ମୂଳ ମନ୍ତ୍ର |Independence speech in odia
Пікірлер: 3