🙏 ଆଜିର ଆଲୋଚନା - ତୈଳ
🔹 ତୁମ୍ଭେ ତୈଳରେ ମୋʼ ମସ୍ତକ ସିକ୍ତ କରିଅଛ । ଗୀତ ୨୩:୫
👉 ଏହି ଲେଖା କେବଳ ରୂପରେଖ ଅଟେ, ବ୍ୟାଖ୍ୟା ନୁହେଁ, କାରଣ ସମ୍ପୂର୍ଣ୍ଣ ବ୍ୟାଖ୍ୟା ଲେଖିବା ସମ୍ଭବ ନୁହେଁ,
ଅତଏବ, ସମ୍ପୂର୍ଣ୍ଣ ବ୍ୟାଖ୍ୟା ପାଇବା ପାଇଁ ଉପରୋକ୍ତ ଲିଙ୍କ୍ ରେ କ୍ଲିକ୍ କରି ୟୁଟ୍ୟୁବରେ ପ୍ରଚାରିତ ବାକ୍ୟ ଶୁଣନ୍ତୁ ।
👉 ଯାତ୍ରା ୨୯:୭ ତୈଳ ରେ ମସ୍ତକ ସିକ୍ତ ହେବା ର ଅର୍ଥ= ଅଭିଷିକ୍ତ ହେବା ର ନିଦର୍ଶନ ଅଟେ ।
👉 ସଦାପ୍ରଭୁ ଆପଣା ଦାସଦାସୀ ଙ୍କୁ ଅଭିଷେକ କରନ୍ତି ।
👉 ଗୀତ ୪୫:୭ ଆନନ୍ଦ ରୂପ ତୈଳ ରେ ଅଭିଷିକ୍ତ କରିଅଛନ୍ତି ।
( କାହାକୁ, କେତେବେଳେ, କାହିଁକି, ଏବଂ କିପରି ଭାବେ ?? ଜାଣିବା ପାଇଁ ୟୂଟ୍ୟୁବ୍ ରେ ପ୍ରଚାରିତ ବାକ୍ୟ ଶୁଣନ୍ତୁ)
👉 ଗୀତ ୧୪୧:୫ ତାଡ଼ନା ବା ଧାର୍ମିକ ର ଅନୁଯୋଗ, ବା ଧାର୍ମିକ ର ପ୍ରହାର ମସ୍ତକ ର ତୈଳ ସ୍ୱରୁପ ଅଟେ ।
👉 ଯିଶାଇୟ ୬୧:୩ ସୁଖ ରୁପ ତୈଳ ରେ ମଧ୍ୟ ଅଭିଷେକ କରନ୍ତି ।
ତେଣୁ ଯୀଶୁ ଖ୍ରୀଷ୍ଟ ଏହି ଜଗତ କୁ ଆସିଲେ,
👉 ହିତୋପଦେଶ ୨୧:୨୦ ଏହି ଅଭିଷେକ ର ତୈଳ ଜ୍ଞନୀ ଲୋକଙ୍କ ଗୃହ ରେ ଶୋଭା ପାଏ । ଜାଗତିକ ଜ୍ଞାନୀ ନୁହେଁ ବରଂ ସଦାପ୍ରଭୁ ଙ୍କ ଭୟ ରୁ ପ୍ରାପ୍ତି ଜ୍ଞାନବାନ୍ ର ଗୃହ ରେ ତୈଳ ଓ ବହୁମୂଲ୍ୟ ସମ୍ପତ୍ତି ଥାଏ ।
👉 ହିତୋପଦେଶ ୨୭:୯ ତୈଳ ଓ ସୁଗନ୍ଧି ଧୂପ ମନକୁ ଆହ୍ଲାଦିତ କରେ ।
👉 ଗୀତ ୧୩୩:୨ ଏକତା ଅଭିଷେକ ତୈଳ ତୁଲ୍ୟ ।
👉 ଆୟୁବ ୨୯:୬ ମୁଁ ଉତ୍ତମ ଅବସ୍ଥାରେ ଥିଲି,
ସେତେବେଳେ ମୋʼ ତମ୍ବୁ ଉପରେ ପରମେଶ୍ୱରଙ୍କର ଗୁପ୍ତ ବିଷୟ ଥିଲା;
ସେତେବେଳେ ସର୍ବଶକ୍ତିମାନ ପରମେଶ୍ୱର ମୋʼ ସଙ୍ଗରେ ଥିଲେ
ଓ ମୋହର ସନ୍ତାନଗଣ ମୋʼ ଚତୁଃପାର୍ଶ୍ୱରେ ଥିଲେ;
ସେତେବେଳେ ମୋହର ଚରଣ ଦୁଗ୍ଧରେ ଧୌତ ହେଲା
ଓ ଶୈଳ ମୋʼ ପାଇଁ ତୈଳ-ନଦୀ ବହାଇଲା ।
( ଏହି ପଦ ର ବ୍ୟାଖ୍ୟା ପାଇବା ପାଇଁ ପ୍ରଚାରିତ ବାକ୍ୟ ଶୁଣନ୍ତୁ )
👉 ଯାତ୍ରା ୩୦:୨୫ ତୈଳ ପବିତ୍ରତା ର ନିଦର୍ଶନ ଅଟେ ।
👉 ମାଥିଉ ୨୫:୩ ତୈଳ ଅଭାବରୁ ବର ଙ୍କୁ ଭେଟି ପାରିଲେ ନାହିଁ । ଅର୍ଥାତ୍ ଅଭିଷେକ ଅଭାବ ରୁ ...
🔹 ତୈଳ ଆଲୋକିତ କରିବାରେ ସାହାଯ୍ୟ କରିଥାଏ
👉 ଯୋହନ ୧୨:୨-୧୧,ମାଥିଉ ୨୬:୬, ଲୁକ ୭:୪୬ ରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂର୍ବରୁ ତୈଳ ରେ ଅଭିଷିକ୍ତ ହେଲେ ।
👉 ତୈଳ କୁ ଅନେକ ଅର୍ଥ ରେ ବାକ୍ୟ ସହିତ ମଧ୍ୟ ତୁଳନା କରାଯାଏ ।
👉 ତୈଳ କୁ ପବିତ୍ର ଆତ୍ମା ଙ୍କ ନିଦର୍ଶନ ଭାବେ ମଧ୍ୟ ବ୍ୟାଖ୍ୟା କରାଯାଏ ।
👉 ଲୁକ ୧୦:୩୪ ତୈଳ କ୍ଷତ କୁ ସୁସ୍ଥ କରେ ।
👉 ପ୍ରକାଶିତ ୬:୬ ତୁମ୍ଭେ ତୈଳ କ୍ଷତି କର ନାହିଁ ।
👉 ଉପଦେଶକ ୯:୮ ତୁମ୍ଭ ମୁଣ୍ଡ ରେ ତୈଳ ର ଅଭାବ ନ ହେଉ ।
👉 ମାର୍କ ୬:୧୩ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ତୈଳ ଲଗାଇ ସୁସ୍ଥ କରୁଥିଲେ ।
🙏 ଏହି ବିଷୟରେ ଅଧିକ ଜାଣିବା ପାଇଁ ଉପରୋକ୍ତ ଲିଙ୍କ୍ ରେ କ୍ଲିକ୍ କରି ୟୁଟ୍ୟୁବରେ ପ୍ରଚାରିତ ବାକ୍ୟ ଶୁଣନ୍ତୁ ।
🙏 Servant-Satish Kumar Lima, Kharagpur
👉 Mob- 7384864290
8250817780
... 🙏🙏🙏🙏🙏🙏🙏...
Негізгі бет ତୈଳ -: ମସ୍ତକ ତୈଳ ରେ ସିକ୍ତ ହୋଇଅଛି କି ? ତୈଳ ର ଗଭୀର ଅର୍ଥ ଓ ଗୁରୁତ୍ବପୂର୍ଣ୍ଣ ବିଷୟ । ଗୀତ ୨୩:୫
Пікірлер: 17