ବିଜେପି କାହିଁକି ସବୁଠୁ ଅଧିକ ଭି କେ ପଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରୁଛି । ଏହା ପଛରେ ରହସ୍ୟ କଣ । ନବୀନ ପଟ୍ଟନାୟକଙ୍କ ପରେ ବିଜେଡିରେ ନେତୃତ୍ୱ ନେବାର କ୍ଷମତା କଣ ଏଇ ଦୁଇ ନେତାଙ୍କ ପାଖରେ ଅଛି କି ? ଏ ପ୍ରଶ୍ନ ଉଙ୍କି ମାରିବା ସ୍ଵାଭାବିକ । କାରଣ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରଠାରୁ ସବୁଠୁ ଅଧିକ ଆକ୍ରୋଶର ଶିକାର ଏହି ଦୁଇ ନେତା ଓ ତାଙ୍କର ଅତି ଘନିଷ୍ଠ ମାନେ ହେଉଛନ୍ତି। ବିଜେଡିରେ ଆହୁରି ଅନେକ ନେତା ଥିଲେ ବି ଏହି ଦୁଇ ଜଣଙ୍କ ପରି ବିଜେପି ଅନ୍ୟମାନଙ୍କୁ ସେତେଟା ଗୁରୁତ୍ଵ ଦେଉଥିବା। ଦେଖାଯାଉନାହିଁ। ଅର୍ଥାତ ନବୀନଙ୍କ ପରେ ଦଳକୁ ସୁରକ୍ଷା ଦେବାର କ୍ଷମତା ଏହି ଦୁଇ ନେତାଙ୍କ ପାଖରେ ଅଛି ।
#BJD #BJP #naveenpatnaik #pranabprakashdas #vkpandian #bijaymohapatra #mohanmajhi #politicalnewsupdates
Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
#Tarzama #Tarjama #NirbhayaSuchana #NirbhaySuchana #OdishaNews #Bhubanewswar #OdishaPolitics #Politics
Like, Share and must Comment.
Subscribe This Channel & Must Click The Bell Icon 🔔.
Thanks For Watching
Nirbhay Suchana
KZitem Link: / nirbhaysuchana
Facebook Link: / nirbhaysuchanaofficial
Instagram :
Негізгі бет TARZAMA : ଖୁବଶୀଘ୍ର ବିଜେଡିରେ ବିଜୟ ! | Nirbhay Suchana
Пікірлер: 48