Subas Music Presents the Official Studio version ,A New Odia Love Romantic song "Tate Gadhichhi Upara Bala" Song by Antara Chakraborty & S Jitu. Enjoy every beat of the song.
🔔 Get alerts when we release any new video. TURN ON THE BELL ICON on the channel 🔔
LIKE | COMMENT | SHARE | SUBSCRIBE
Song Credit :-
🎸 Song: Tate Gadhichhi Upara Bala
🎸 Singer - Antara Chakraborty & S.Jitu
🎸 Music - Chinmay Dash & Bibhun
🎸 Lyrics - Soumya Ranjan Bal
🎸 Producer- Subas Ch. Sahoo
🎸 Arrangements - Pintu Das & Palak Aju
🎸 Rec & Mixing - Milan Studio Cuttack
🎸 Making & Edit -Jagu Rokey
🎸 Special Thanks- Gudu
For Businesses Contact -9938448277
Streaming on all leading Audio Platforms.
Also Available on Instagram Reels.
♪ Spotify :
♪ Wynk :
♪ JioSaavn :
♪ Gaana :
♪ KZitem Music :
♪ Apple Music:
♪ Amazon Music:
♪ Hungama:
M - ହେ ଆ ହା ହା
F- ଲା ଲା ଲା ଲାଲା
*-----*------***
ମୁଖୁଡ଼ା -
*-----*------***
M- ତତେ ମୁଁ ଭାବୁଛି
ତତେ ମୁଁ ଖୋଜୁଛି
କାଇଁ ଜାଣେନା ।।
F- ହା ଏ ତତେ ମୁଁ ଲେଖୁଛି
ତତେ ମୁଁ ପଢୁଛି
କାଇଁ ଜାଣେନା ।।
M-ଫୁଟିବୁ କେବେ ଫୁଲ ହେଇତୁ
ଚାହିଁ ରହିଛି ଋତୁ ପରିମୁଁ
F- ଝରିବୁ କେବେ ମେଘ ହେଇତୁ
ଚାହିଁ ରହିଛି ଚାତକଟେ ମୁଁ
M- ତୁ ହେଲେ ଦେହ ମୋର
ମୁଁ ହେଲି ତୋ ଛାଇ...
M- ତତେ ଗଢିଛି ଉପର ବାଲା ସତେ
ଖାଲି ମୋ ପାଇଁ...
F- ତତେ ଗଢିଛି ଉପର ବାଲା ସତେ
ଖାଲି ମୋ ପାଇଁ...
ଅନ୍ତରା ୧
*-----*------***
M- କାହିଁକି ଏମିତି ହୃଦୟ ଅଥୟ
ଲାଗୁଛି ପାଇଛି ନୂଆ ପରିଚୟ।।
F- ହୋ ରେଶମୀ ସୂତାରେ ହୃଦୟକୁ ଯୋଡ଼ି
ଇଶାରାରେ ମୋତେ ନଉଚୁ ଭିଡ଼ି।।
M-ଆସିବୁ କେବେ ସ୍ବପ୍ନ ହେଇ ତୁ
ଚାହିଁ ରହିଛି ନିଦରେ ମୁ
F-କହିବୁ କେବେ ଭଲ ପାଉ ତୁ
ଚାହିଁ ରହିଛି ଶୁଣିବାକୁ ମୁ
M-ତୁ ହୋଇ ବର୍ଷା ବୁନ୍ଦା
ଧିରେ ଯାଉ ତୁ ଛୁଇ ,....
M- ତତେ ଗଢିଛି ଉପର ବାଲା ସତେ
ଖାଲି ମୋ ପାଇଁ....
F- ହୋ ଓ ତତେ ଗଢିଛି ଉପର ବାଲା ସତେ
ଖାଲି ମୋ ପାଇଁ....
ଅନ୍ତରା ୨...
*-----*------***
F- ଫଗୁଣ କୁ ରଙ୍ଗ ମାଗିଛି ମୁ ଧାରେ
ଭିଯିବି ବୋଲି ମୁଁ ତୋରି ସାଥିରେ
M-ହୋ ଓ ଏମିତି ରୂପ ତୋ ଭାବି ଦିନ ସରେ
ପ୍ରେମରେ ପଡିବୁ କହିଦେ ଥରେ
F- କେବେ ଠୁ ଅଛି ଅପେକ୍ଷା ରେ ମୁ
ହାତ ଧରି ମୋ ସାଥୀ ହୋଇ ତୁ
M-ଦେଇ ସରିଛି ଅନୁମତି ମୁ
ବାକି ରହିଛି କହିବାକୁ ତୁ
F- ବୁଝି ଜା ତୁ ଇସାରାରେ
ପାରୁନି ଜମା କହି
F-ତତେ ଗଢିଛି ଉପର ବାଲା ସତେ
ଖାଲି ମୋ ପାଇଁ...
M-ତତେ ଗଢିଛି ଉପର ବାଲା ସତେ
ଖାଲି ମୋ ପାଇଁ...
*-----*------***
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
All Rights are Reserved By Subas Music Production House.
----------------------------------------------------------------------
This content is Copyright of Subas Music Production House. Any unauthorized re-production, re-distribution or re-upload is strictly prohibited. Legal action will be taken against those who violate the copyright of this material presented.
#Tategadhichhiuparabala
#newodiaromanticsong
#antarachakrabortysong
#sjitunewsong
#antarachakrabortynewsong
#tatemubhabuchhi
#newodiasong
#odiasong
#odialovesong
#odiatrendingsong
#odianewsong
#odiaalbum
#new odia love song
Негізгі бет Tate Gadhichhi Upara Bala || ତତେ ଗଢିଛି ଉପର ବାଲା || Odia Romantic Song || Antara Chakraborty & S.Jitu
Пікірлер: 9