ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣା। ଯାହାକୁ ନେଇ ଦୋହଲିଛି ଓଡ଼ିଶା। ତେବେ ଥାନାରେ ପୋଲିସ କର୍ମଚାରୀ ଡ୍ୟୁଟି ସମୟରେ ନାଇଟି ପିନ୍ଧି ଥିବାକୁ ନେଇ ସଙ୍ଗୀନ ଅଭିଯୋଗ କରିଥିଲେ ମେଜରଙ୍କ ବାନ୍ଧବୀ। ତେବେ ପୋଲିସ ଡ୍ୟୁଟି କରିବା ସମୟରେ ନାଇଟି ପିନ୍ଧିବା ଉଚିତ ନା ଅନୁଚିତ, ବରିଷ୍ଠ ପୋଲିସ ଅଧିକାରୀ କଣ କହୁଛନ୍ତି ଶୁଣନ୍ତୁ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #odisha #news #odishapolice #Update #Bharatpurpolicestation #odishareporter
Негізгі бет ଥାନାରେ ନାଇଟି ପିନ୍ଧି ଡ୍ୟୁଟି କରିପାରିବେ କି ? || Bharatpur Police Station Incident || Odisha Reporter
Пікірлер: 709