ଆଉ କେତେ ଦିନ ତୁ |Au Kete Dina Tu Full Song|Shasank Sekhar|New Odia Christian Song 2023|skn Official|
ସର୍ବ ପ୍ରଥମେ ସେହି ସୃଷ୍ଟିକର୍ତ୍ତା ଙ୍କୁ ଭୂମିଷ୍ଠ ପ୍ରଣାମ କରେ ତାହା ସହିତ ସମସ୍ତ ଖ୍ରୀଷ୍ଟବିଶ୍ୱାଶୀ ଭାଇ ଭଉଣି ଙ୍କୁ Sasikanta Nayak Official KZitem channel ତରଫରୁ ଆନ୍ତରିକ ନମସ୍କାର ଜଣାଏ 🙏ଏହି ଗୀତଟି ର ଭାବ ଏହିପରି; ଅସ୍ଥାୟୀ ଦୁନିଆରେ ଆଉ କେତେ ଦିନ ତୁ ପାପ କରିବୁ ,ଅବାଟେ ଯିବୁ ,ଅଭୁଝା ହେବୁ ,ଅକାରଣେ ବୁଲିବୁ.... କେବେ ତୁ ମନ ଫେରେଇବୁ ଯୀଶୁଙ୍କ ପାଖକୁ କାହିଁକି ନା ସେ ସବୁବେଳେ ତର ପଥକୁ ଅନେଇ ବସିଛନ୍ତି, ମନ ପରିବର୍ତ୍ତନ କରି ତାଙ୍କ ପାଖକୁ ଯାଅ ,କାହିଁକିନା ତଠାରେ ଦିନ ନାହିଁ; ସତରେ ଆଜି ଆମେ ଏହି ଜାଗତିକ ଦୁନିଆରେ ପଡି ରହି ଅନେକ ପାପ କାର୍ଯ୍ୟ କରୁଛୁ ଏହି ଭଳି ଭାବକୁ ନେହି ଏହି ଗୀତ ଟି ରଚନା କରାଯାଇଛି ।
ଆଶା କରୁଛୁ ଏହି ଗୀତ ଆପଣଙ୍କ ହୃଦୟକୁ ଛୁଇଁବ ।
🙏 Praise the Lord🙏
If you like Our song please Like|Shares|Subscribe|Comments|Because of these we feel motivated.... without you we are incomplete 💪💪❤️💙❣️
Full Lyrics
ଆଉ କେତେ ଦିନ ତୁ ଅବାଟେ ଯିବୁ
ଆଉ କେତେ ଦିନ ତୁ ଅବୁଝା ହେବୁ
ଆଉ କେତେ ଦିନ ତୁ ଅଯଥାରେ ବୁଲିବୁ
ଆଉ କେତେ ଦିନ ତୁ ଅକାରଣେ ବଞ୍ଚିବୁ
ହାତ ଠାରି ଯୀଶୁ ଡାକୁଛନ୍ତି ତୁମଙ୍କୁ………
କେବେ ମନ ତୁ ଫେରାଇବୁ
ବନ୍ଧୁରେ..କେବେ ନିଜକୁ ସଜାଡ଼ିବୁ
ଆଉ କେତେ ଦିନ ତୁ….(ଘୋଷା)
★★★★
ଆଉ କେତେ ଦିନ ତୁ ସ୍ୱାର୍ଥପଥେ ଚାଲିବୁ
ଆଉ କେତେ ଦିନ ତୁ ଧନ ପଛେ ଧାଇଁବୁ
ଆଉ କେତେ ଦିନ ତୁ ଲୋଭ ଜାଲେ ଫସିବୁ
ଆଉ କେତେ ଦିନ ତୁ ଇର୍ଷା ତାପେ ଜଳିବୁ
ଆଉ କେତେ ଦିନ ତୁ ପ୍ରତାରଣା କରିବୁ
ଆଉ କେତେ ଦିନ ତୁ ପ୍ରଲୋଭନେ ପଡ଼ିବୁ
ଆଉ କେତେ ଦିନ ତୁ ନରହନ୍ତା ସଜିବୁ
ଆଉ କେତେ ଦିନ ତୁ ବ୍ୟଭିଚାର କରିବୁ
ଆଉ କେତେ ଦିନ ତୁ କ୍ଷଣଶୁଖେ ମାତିବୁ
ଆଉ କେତେ ଦିନ ତୁ ଆତ୍ମା ନଷ୍ଟ କରିବୁ
ଯାଣିଛୁ ପାପର ବେତନ ଅଟେ ମୃତ୍ୟୁ
ତଥାପି ତୁ ପାପେ ରହିବୁ ବନ୍ଧୁରେ..
ନରକ ଯାତନା ଭୋଗିବୁ
ଆଉ କେତେ ଦିନ ତୁ …..(ଘୋଷା)
★★★★
ତୋ'ଉଦ୍ଧାର ପାଇଁ ପ୍ରଭୁ ପୁତ୍ରକୁ ଦାନ କଲ
ତୋ' ଉଦ୍ଧାର ପାଇଁ ଯୀଶୁ ଜଗତକୁ ଆସିଲେ
ତୋ'ଉଦ୍ଧାର ପାଇଁ ସେ ସ୍ୱର୍ଗସୁଖ ତ୍ୟାଗିଲେ
ତୋ'ଉଦ୍ଧାର ପାଇଁ ସେ ମନୁଷ୍ୟ ପୁତ୍ର ହେଲେ
ତର ପାପ ପାଇଁ ସେ ଅପମାନିତ ହେଲେ
ତର ପାପ ପାଇଁ ସେ ପ୍ରହାରିତ ବି ହେଲେ
ତର ପାପ ପାଇଁ ସେ କାନ୍ଧେ କୃଶ ବହିଲେ
ତର ପାପ ପାଇଁ ସେ ରକତ ଝରାଇଲେ
ତର ପାପ ପାଇଁ ସେ କୃଶକାଠେ ଝୁଲିଲେ
ତର ପାପ ପାଇଁ ସେ ନିଜ ଜୀବନ ଦେଲେ
ତଥାପି ତୋ' ପାଇଁ କ୍ଷମା ପ୍ରାର୍ଥନା କଲେ
ପ୍ରାଣ ଦେଇ ପ୍ରେମ କରିଲେ
ବନ୍ଧୁରେ..ଲହୁ ଦେଇ ମୁକ୍ତି ସାଧିଲେ
ଆଉ କେତେଦିନ ତୁ……….
Thank you!
●Song Credits;
●Song:ଆଉ କେତେ ଦିନ ତୁ ...(Full Song)
◆Singer:Shasank sekhar(ollywood singer)
◆ Lyrics : Suren Nayak
◆Music : Suren Nayak
◆Music Arrangements:Bapi Samal
◆Producer: Sasikanta Nayak
◆Mix&Recods: Smruti Studio,BBSR
◆Thumnail : SKN
◆Special Thanks :To my family members
#sashaksekhar
#sasikantanayakofficial
#odianewchristiansong
#auketedinatu
ANTI-PIRACY WARNING !!
This contents is Copyrighte to "SASIKANTA NAYAK OFFICIAL" Any unauthorized reproduction, redistribution or re-uploard is strictly prohibited this material. Copyright strike 'll be given without any warning as well as legal action will be taken against those who violate this copyright material presented.
🙏🙏Thank you for watching 🙏🙏
Thanks..like subscribe and share
♀ଉଈଛି ଆକାରରେ ତାରା(Dipti rekha & Akshay Pal)
👉 • Uyinchhi Akasare Tara ...
♀ସ୍ୱଗୀୟ ପ୍ରେମ 【Akshay Pal】
👉 • "Swargiya Prema" | New...
♀ମୋଯିଶୁ ନାମ(Suren &Srikanth) Studio version
👉 • Mojisu nama|NEW ODIA C...
Follow us On Social medias
👇 Instagram 👇 / sasikanta348
👇 Facebook👇 / sasikanta.nayak.585
Others cover songs links👇👇
Song-1 {ଅନୁତାପ } • ହେ ପ୍ରଭୁ ହେ ଯୀଶୁ ||Anu... Song-2(ଦିବ୍ୟ ପ୍ରସାଦ) • Prabhu aasabare || New... Song-3(ପ୍ରାରମ୍ଭିକ) • Ehi Subha Dine||OdiaEn... Song-4(ଗ୍ଲୋରିଆ) • Jaya Heu Urdhre |New o... Song-5(ପବିତ୍ର) • Pabitra Pabitra||New o...
#sasikantanayakofficial
#newodiachristmasspecialsong
#humanesagarchristmasspecialsong
#newodiachristiansongs
#newodiachristmasspecialsongs
#odianewchristmasspecialsongs
#humanesagarchristiansongs
#odiachristiansongs2022
#newchristmasspecialsong
#asimapandachristiansongs
#latestodiachristiansongs
#odiachristiansong
#newodiachristiansongs2022
#Akhirukuhajharuchi
#humansagar
#jesuschrist
#odisha
#hemoramananewChristiansong #humansagar
#humanesagar
#hemaramana
#humansagarnewchristiansong
#humansagarchristmassong
#humansagarlovesong
#humansagarchristiansadsong
#humansagarstatusvedio
#firstlovecreation
#achidinemarana
#dinesandhyanaiasiba
#swagatkara
#akhiruluhajharuchi
#amitbadanayaknewodiachristiansong
#topodiabhajan
#topodiaromanticsong
#latestnews
#newhindisong
#humansagarnewsong
#humansagarstatus
#humansagarsambalpurisong
#humansagardjsong
#humansagrabhinandansong
#amitpaniofficial
#abmusis
Your query
sasikanta Nayak officials
Aukete Dina Tu..
new odia christian song
new odia christian song 2023
new odia christian songs 2022
new odia christian video song 2022
new odia christian song human sagar
new odia christian song human sagar
2023
new odia christian video
new odia christian status video
new odia christian dance video 2022
new odia christian dj song 2022
new odia christian song 2023
new odia christian song
new christian song odia
odia christian song 2023
odia christian song
new christian songs 2023 odia
odia new christian song
christian song odia
new christian song odia 2023
new christian odia song
christian song
new christian odia song 2023
Негізгі бет ଆଉ କେତେ ଦିନ ତୁ |Au Kete Dina Tu Full Song|Shasank Sekhar|new odia christian songs 2023|skn official
No video
Пікірлер: 202