କାହିଁକି ଆମ ରାଜାଙ୍କୁ ଗଜପତି ମହାରାଜା କୁହାଯାଏ ?
ଲକ୍ଷେ ରାଜାଙ୍କର ମଉଡମଣି, ମହାପ୍ରଭୁଙ୍କର ଆଦ୍ୟ ସେବକ ଗଜପତି ମହାରାଜା ପ୍ରତିଟି ଉତ୍କଳୀୟଙ୍କର ଚିର ପ୍ରଣମ୍ୟ | ପୁରାଣୋକ୍ତ ଇନ୍ଦ୍ରଦ୍ୟୁମ୍ନଙ୍କଠାରୁ ବର୍ତ୍ତମାନର ଶ୍ରୀ ଦିବ୍ୟସିଂହ ଦେବଙ୍କ ପର୍ଯ୍ୟନ୍ତ ବିଶାଳ ଗଜପତି ସାମ୍ରାଜ୍ୟର କୃତି ଓ କୀର୍ତ୍ତି ଆଗଙ୍ଗହିମାଳୟ ପରିବ୍ୟାପ୍ତ| ଏ ମହନୀୟ ପରମ୍ପରା ସମ୍ବନ୍ଧରେ ତଥ୍ୟ ଓ ତତ୍ତ୍ୱକୁ ସର୍ଵଜନ ବିଦିତ କରାଇବାକୁ ଆମେ ପ୍ରଥମଥର ଲାଗି ଆରମ୍ଭ କରିବାକୁ ଯାଉଛୁ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ -"ଗଜପତିଙ୍କ ଗାଥା" | ଯଦି ଏ କଥାକୁ ଧାରାବାହିକ ଭାବରେ ଶୁଣିବାର ଆଗ୍ରହ ଆମର ଅଗଣିତ ଦର୍ଶକବନ୍ଧୁଙ୍କ ମନରେ ରହିଛି, ତେବେ ଆମକୁ ପ୍ରତିକ୍ରିୟା ମାଧ୍ୟମରେ ଜଣାନ୍ତୁ || ଜୟ ଜଗନ୍ନାଥ
--------------
Subscribe to ଓଡ଼ିଶା୩୬୫ KZitem Channel
www.youtube.co....
Press the Bell 🔔 Icon & Select All to get Our New video Notification.
---
If you like this Video then give a Like 👍
& share⥇ this video with your family & Friends WhatsApp & Facebook Group.
.........................................................................................................
To watch all the video of Dr. Ashutosh Prasad Mishra Click on the below link
Playlist Dr. Ashutosh Prasad Mishra || Jagannath Mahima ||
tinyurl.com/ka...
Or
www.youtube.co....
..........................................................................................................
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♪ Enjoy and stay connected with us!! ♪
✽ Mail Id: 2019odisha365@gmail.com
* tinyurl.com/4e...
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
©ODISHA 365
* ANTI-PIRACY WARNING *
This content is Copyright to Odisha 365. Any unauthorised reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
----------------------------------------------
independence day special video,
independence day video,
15th august video,
har ghar triranga,
kings of odisha,
kings of odisha history,
Gajapati film,
gajapati film trailer,
gajapati odia movie,
#gajapati #odisha365 #drashutoshprasadmishra #puri #GajapatiRaja #jagannathmahima #jagannath #ଗଜପତି
Негізгі бет Why the King of Puri ( Utkala ) is called Gajapati ? Gajapati Gatha 1 | Dr. Ashutosh Prasad Mishra
Пікірлер: 151