ପ୍ରିୟ ସଖା ଶ୍ରୀକୃଷ୍ଣ ଙ୍କୁ ଦ୍ରୌପଦୀ ଙ୍କ ଅନୁଯୋଗ ପୂର୍ଣ୍ଣ ପତ୍ରର ମାନ୍ୟତା ବହନ କରେ ଯାଜ୍ଞସେନୀ | ଏ ମାଟି ର ମହକ ପ୍ରଖ୍ୟାତ ଲେଖିକା ଡଃ ପ୍ରତିଭା ରାୟ ଙ୍କ ଏହି ଅନନ୍ୟ ସୃଷ୍ଟି ସାଉଁଟି ପାରିଛି ଅପୂର୍ବ ପାଠକୀୟ ଶ୍ରଦ୍ଧା ଓ ଆଦୃତି | ଦ୍ରୌପଦୀ ଙ୍କ ଭାବାବେଗ କୁ ଲେଖନୀ ମୂନ ରେ ଚିତ୍ରିତ କରି ସେ ଲେଖି ଯାଇଛନ୍ତି ଏକ ଅନନ୍ୟ ତଥା କାଳଜୟୀ ସୃଷ୍ଟି | ଏହି ଉପନ୍ୟାସ ର ମାଧୁର୍ଯ୍ୟ ଓଡିଶା ଏବଂ ଓଡିଶା ବାହାର ର ଅନେକ ପାଠକ ଅନୁଭବ କରିଛନ୍ତି | ଜ୍ଞାନପୀଠ ବିଜୟିନୀ ଡଃ ପ୍ରତିଭା ରାୟ ଙ୍କ ଏହି ଉପନ୍ୟାସ କୁ ଆପଣ ମାନଙ୍କ ନିକଟରେ ପହଞ୍ଚାଇବାର କଳିଙ୍ଗ ଭାଷା ମୁକ୍ତ ମଞ୍ଚ ର ଏହି ପ୍ରୟାସ |
ଉପନ୍ୟାସ-ଯାଜ୍ଞସେନୀ ||
ଲେଖିକା-ଶ୍ରୀମତୀ ପ୍ରତିଭା ରାୟ ||
ଉପସ୍ଥାପନା -କଳିଙ୍ଗ ଭାଷା ମୁକ୍ତ ମଞ୍ଚ || / kalinga_bhasa_mm
କଣ୍ଠ- ସୌମ୍ୟା ମହାନ୍ତି |
ଭିଡ଼ିଓ- ନିଖିଲେଶ ମହାରଣା || / imnmsuman
Негізгі бет Ойын-сауық || ଯାଜ୍ଞସେନୀ || ଶ୍ରୀମତୀ ପ୍ରତିଭା ରାୟ || Jagyaseni || Dr. Pratibha Ray || Chapter-1 Part-1 ||
Пікірлер: 50