Maharana Sir
ନମସ୍କାର!@MaharanaSir KZitem Channel ରେ ଆପଣଙ୍କୁ ସ୍ୱାଗତ,
ଆପଣମାନେ ଏହି ଚ୍ୟାନେଲରେ ମୁଖ୍ୟତଃ ୪ଟି ବିଭାଗ ପାଇବେ ।
"Mathematics"
ଆମ ଚ୍ୟାନେଲରେ ଗଣିତର ଜଟିଳ ସମସ୍ୟାଗୁଡ଼ିକୁ ସହଜ ଏବଂ ଆକର୍ଷକ ଭାବେ ଗୁଡ଼ାହୋଇ ଆପଣଙ୍କୁ ଶିଖାଇ ତଥା ମନୋରଞ୍ଜନ ମଧ୍ୟ ଦେବାକୁ ଚେଷ୍ଟା କରିବାରେ ଆମେ ବିଶ୍ୱାସ କରୁ।
"କିଛି ଜଣା କିଛି ଅଜଣା"
ଯେଉଁଥିରେ ଆପଣ ଆପଣଙ୍କ ଜ୍ଞାନକୁ ମଜାଦାର ପରୀକ୍ଷା କରିପାରିବେ। ବିଭିନ୍ନ ପ୍ରତିଯୋଗିତା, କୌତୁହଳ, ସାଧାରଣ ଜ୍ଞାନରେ ଅଂଶଗ୍ରହଣ କରନ୍ତି ।
"Informative Video"
ଏହି ଚ୍ୟାନେଲ ରେ ମଧ୍ୟ ଆପଣ ଶିକ୍ଷା ସମ୍ପର୍କୀୟ ଓ କୌଣସି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଜାଣିବା ସହ ନୂତନ ଶୈଳୀରେ ବକ୍ତୃତା, ରଚନା ଆଦି ଉପସ୍ଥାପନା କରିବାର ଉପାୟ ପାଇପାରିବେ ।
"Technical Video"
ଆମ ଚ୍ୟାନେଲରେ ଆପଣ ଜାଣିବେ ଶିକ୍ଷା ସମ୍ପର୍କୀୟ ନୂଆ ଅନଲାଇନ ପ୍ରକ୍ରିୟାଗୁଡ଼ିକ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଆସୁଥିବା ବିଭିନ୍ନ ଅସୁବିଧାର ସରଳ ସମାଧାନ Computer 🖥️, Mobile 📱 ଜରିଆରେ କରିବାର ପ୍ରୟାସ କରାଯାଇଛି।
ମତାମତ ଦ୍ଵାରା ଆପଣ ଚାହୁଁଥିବା ନୂତନ ଭିଡିଓର ସୂଚନା ଦିଅନ୍ତୁ, ଯାହାଫଳରେ ଆମେ ଆପଣଙ୍କୁ ସହାୟତା ସହ ଜ୍ଞାନ ଆହରଣ ର ମାଧ୍ୟମ ହୋଇପାରିବୁ ।
ତେବେ ଆଜି ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଏହି ମଜାଦାର ଓ ଜ୍ଞାନମୟ ଯାତ୍ରାର ଅଂଶ ହୁଅନ୍ତୁ!"
@MaharanaSir2023
- 10 күн бұрын
Gandhi Jayanti Speech | ମହାତ୍ମା ଗାନ୍ଧୀ ଜୟନ୍ତୀ ଭାଷଣ - ସତ୍ୟ ଓ ଅହିଂସାର ଶିକ୍ଷା | Truth and Non-Violence
- 17 күн бұрын
ନୂତନ ଓଡ଼ିଶା ଗଠନରେ ଲୋକକଳାର ଭୂମିକା | Odisha Folk Art & Culture | Odia Essay | ଶିଶୁ ମହୋତ୍ସବ ସୁରଭି |
- 19 күн бұрын
କିଛି ଜଣା କିଛି ଅଜଣା-ଶିଶୁ ମହୋତ୍ସବ ସୁରଭି | ରୋମାଞ୍ଚକ ଓଡ଼ିଆ Quiz Competition | Shishu Mahotsav Surabhi |
- 20 күн бұрын
ଆମ ଲୋକକଳା, ଆମ ଗୌରବ।Ama Lokakala Ama Gauraba: Explore Odisha’s Traditional Art and Culture
- 21 күн бұрын
ଆମ ଖେଳନା ଆମ ସଂସ୍କୃତି ଓ ପରମ୍ପରା। #traditional #traditionalart #art #toys #folkart #makeuptutorial
- 22 күн бұрын
କିଛି ଜଣା କିଛି ଅଜଣା ଭାଗ ୬। ସୁରଭି। କୁଇଜ୍। ଓଡ଼ିଶାର କଳା ଓ ସଂସ୍କୃତି । Quiz// Art and Culture of Odisha
- 24 күн бұрын
ହଜିଯାଉଥିବା ଲୋକକଳାର ବିକାଶରେ ମୋର ଭୂମିକା | Role in Development of Disappeare Folk Art | Speech in Odia
- 25 күн бұрын
Пікірлер