KARTAVYA NEWS
ଭାରତର ଚତୁର୍ଥ ସ୍ତମ୍ବ ହେଉଛି ଗଣମାଧ୍ୟମ। ତେବେ ବର୍ତ୍ତମାନ କେତେକ ରାଜନେତା ଓ ପୁଞ୍ଜିପତିଙ୍କ ପାଇଁ ଗଣମାଧ୍ୟମ କଳୁଷିତ ଓ କଳଙ୍କିତ। କାରଣ ଗଣତନ୍ତ୍ରର ହତ୍ୟାକାରୀ ମାନଙ୍କ ହାତରେ ଭାରତର ଶାସନ କଳ। ତେବେ ସେମାନଙ୍କ ଭ୍ରଷ୍ଟାଚାର, ଦୁର୍ନୀତି ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଏକମାତ୍ର ମାଧ୍ୟମ ହେଉଛି ଗଣମାଧ୍ୟମ, କିନ୍ତୁ କିଛି ଅଣସାମ୍ବାଦିକ ଓ ଅନେକ ସଖିକଣ୍ଢେଇ ଗଣମାଧ୍ୟମ ସଂସ୍ଥାର ମାଲିକମାନେ ସାଜିଛନ୍ତି ସେମାନଙ୍କ ହାତ ବାରିଶୀ। ପ୍ରତି ମୁହୂର୍ତ୍ତରେ ପ୍ରସାରିତ ଅନେକ ଖବର ଭିତରେ ନା ଅଛି ସତ୍ୟତା, ବାସ୍ତବତା ନା ନିରପେକ୍ଷତା । ଆଜିର ଗଣମାଧ୍ୟମ ମୁକ୍ତ ବା ସ୍ଵାଧୀନ ନୁହେଁ। ତେଣୁ ଦୁରାଚାରୀ ଓ ଅତ୍ୟାଚାରୀ ମାନଙ୍କ କବଳରୁ ଚତୁର୍ଥ ସ୍ତମ୍ବକୁ ମୁକୁଳାଇବା ପାଇଁ ସତ୍ୟର ସନ୍ଧାନ କରିବା ଉଦେଶ୍ୟରେ ପାଦ ବଢ଼ାଇବାକୁ ଏକ ଛୋଟ ପ୍ରୟାସ ଆରମ୍ଭ କରୁଛୁ। "କର୍ତ୍ତବ୍ୟ ନ୍ୟୁଜ୍" ତାର ଶୈଶବ ଅବସ୍ଥାରେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଶିଖିବା ଆରମ୍ଭ କଲା । ଏବେ ସବୁ କିଛି ଆପଣ ମାନଙ୍କ ହାତରେ । ଜନତା ଜନାର୍ଦଦନ ହିଁ ସର୍ବେସର୍ବା। ଏବେ ଆପଣ ମାନେ ହିଁ ଆମର ସାହା ଭରସା । ଆପଣ ମାନେ ଆମ ସହିତ ମିଶିଗଲେ, ଆମେ ଆପଣଙ୍କ ବଳରେ ସାରା ଓଡ଼ିଶାରେ ଘଟି ଆସୁଥିବା ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିପାରିବୁ। ଏବେ ଆପଣ ମାନଙ୍କ ଆଶୀର୍ବାଦ ଓ ଭଲପାଇବା ଅପେକ୍ଷାରେ ରହିଲୁ 🙏 ❤️❤️❤️🙏😊 #KartavyaNews- 2:24
- 7 сағат бұрын
ବିରୋଧୀଙ୍କ ଷଡ଼ଯନ୍ତ୍ରରେ ଫଶିଗଲେ ମୂଖ୍ୟମନ୍ତ୍ରୀ! / Mohan Majhi in tension! / Srimandira chari dwara #puri
- 5:31
- 11 сағат бұрын
ମାଗଣାରେ ମିଳିବ ୫୦ ହଜାର, ସୁଝିବାକୁ ପଡ଼ିବନି ଶୁଭଦ୍ରା ଟଙ୍କା! / Subhadra Yojana / 50,000 FREE / BJP Scheme
- 4:32
- 13 сағат бұрын
ବଦଳିଲା ସରକାର, ହଟିଲା କଟକଣା! / ପାରାଦ୍ଵୀପ ବନ୍ଦରରେ ଚାଲିଲା ବୋଟ୍!/ Paradip Port is ready to Fishing! #bjd
- 3:58
- 15 сағат бұрын
ରତ୍ନଭଣ୍ଡାର ରହସ୍ୟ ଖୋଲିଲେ ମୁଖ୍ୟମନ୍ତ୍ରୀ! /CM Mohan Majhi revealed the secret of Srimandir Ratnabhandar
- 2:26
- 2 сағат бұрын
ମମିତା ମେହେର କେଶ୍ ପାଇଁ CBI ତଦନ୍ତରେ ଫଶିବେ ବିଜେଡ଼ି ନେତା! // Mamita Meher case CBI investigation Demand!
- 3:05
- 2 сағат бұрын
ବିଜେଡ଼ିକୁ ନାଦିଦେଲେ ଉପମୁଖ୍ୟମନ୍ତ୍ରୀ! / Deputy CM Prabhati Parida attack on BJD! / Kartavya News #bjp
- 4:07
- 2 сағат бұрын
Odisha CM list from 1950 to 2024! // ୧୯୫୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନେ କିଏ ?
- 4:13
- 2 сағат бұрын
ବିଜେପିରେ ମିଶିବେ ନବୀନ! / Naveen Patnaik will join BJP! / Naveen will help to Mohan Majhi! #bjd #bjp
- 3:19
- 2 сағат бұрын
ଡିଜିପିଙ୍କୁ ଅର୍ଡର୍ ଦେଲେ ମୂଖ୍ୟମନ୍ତ୍ରୀ, ଭୟରେ ଛତ୍ରଭଙ୍ଗ ଦେଲେଣି ବିଜେଡ଼ି ଅଫିସର୍ ମାନେ! / Mohan Majhi / #bjd
- 4:28
- 4 сағат бұрын
ଚଢ଼ାଉ କଲେ ବିଜେପି ବିଧାୟକ! / ଧରା ପଡ଼ିଲା 5t ଦୁର୍ନୀତି / ଶସ୍ପେଣ୍ଡ ହେଲେ ପ୍ରିନ୍ସିପାଲ୍! / Kartavya News /
- 2:40
- 4 сағат бұрын
ମୋହନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍! / A big Challenge for CM Mohan Majhi! / Kartavya News #bjd #bjp
- 5:45
- 4 сағат бұрын
ମହିଳା ମଣ୍ଡଳ ମହାଭାରତ! / ବାପା ମାଆଙ୍କ ରକ୍ତ କାଢ଼ିଲା ଉଦ୍ଧତ ପୁଅ! / SHG Mahila case! / Manila Mandal case
- 4:18
- 4 сағат бұрын
ଜଗତସିଂହପୁରରେ ବୁଲୁଛନ୍ତି ଭାସ୍କର ନ୍ୟୁଜ୍ ନାମଧାରୀ ମିଛ ସାମ୍ବାଦିକ! // Odisha Bhaskar news Fake Journalist!
- 2:44
- 4 сағат бұрын
ମୁଖ୍ୟମନ୍ତ୍ରୀ ମୋହନଙ୍କ ଟିଉସନରେ ବିଜେଡ଼ି ବାବୁଙ୍କ ଅକଲ ଗୁଡୁମ୍! / Mohan Majhi fired on BJD Officers #bjd
- 3:22
- 4 сағат бұрын
ଖେଳିବା ପାଇଁ ପୁଅକୁ ଡ଼ାକି ନେଲେ ସାଙ୍ଗ ହେଲେ ଘରକୁ ଫେରିଲା ଶବ! / Jagatsinghpur Crime /Kartavya News #crime
- 3:16
- 4 сағат бұрын
ବିଜେଡ଼ି ଉପରେ ବର୍ଷିଲେ ବିଜେପି ବିଧାୟକ! / BJP MLA Amarendra Das fired on BJD! #bjd #bjp / Kartavya News
- 2:23
- 4 сағат бұрын
ପାଣ୍ଡିଆନ୍ ସମ୍ପତି ବୋହିନେଲେ ବବି! // VK Pandian Corruption with Bobby Das! // Kartavya News // #bjd
- 0:34
- 7 сағат бұрын
କେମିତି ପାଇବେ ଶୁଭଦ୍ରା ଯୋଜନା ଟଙ୍କା ? / Subhadra Yojana online apply / How to apply Subhadra Scheme
- 2:59
- 7 сағат бұрын
BJD leader Usha Devi painful reaction on Defeat of Party! / ବିଜେଡ଼ି ବାରବାଦ୍ ହେବାର କାରଣ କିଏ ? #bjd
- 2:33
- 7 сағат бұрын
ଓଡ଼ିଶାରେ ଘାଣ୍ଟିଲାଣି CBI, ଛକିଲେଣି ବିଜେଡ଼ି ନେତା! / CBI Action mode in odisha! Kartavya News #cbi #bjd
- 1:41
- 7 сағат бұрын
ମୁଖ୍ୟମନ୍ତ୍ରୀଙ୍କ ୪ଟି ବଡ଼ ଘୋଷଣା! ସୁଭଦ୍ରା / ଯୋଜନାରେ ମିଳିବ ୫୦ ହଜାର ଟଙ୍କା! / Mohan Majhi / Kartavya News
- 1:52
- 7 сағат бұрын
ଚାଷୀଙ୍କୁ ମିଳିବ ୬ ହଜାର ଟଙ୍କା! // ଧାନର ଏମ୍.ଏସ୍.ପି. ହେବ ୩୧୦୦ ଟଙ୍କା // Farmers will get 6000 rupees!
- 2:27
- 7 сағат бұрын
ପାଣ୍ଡିଆନଙ୍କ ଟାର୍ଗେଟରେ ମୂଖ୍ୟମନ୍ତ୍ରୀ! // Pandian targeted CM // VK Pandian reaction on CM of Odisha //
- 2:44
- 9 сағат бұрын
ବିଜେଡ଼ି ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଚଢ଼ାଉ ଆରମ୍ଭ! / CM Mohan Majhi Strong Action against BJD #bjd
- 5:47
- 9 сағат бұрын
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଜେପିରେ ମିଶି କାମ କରିବେ ବୋଲି କହିଲେ ସୁର ରାଉତରାୟ! / Sura Routray will join BJP!
- 11:22
- 9 сағат бұрын
Пікірлер