Luey Om Love Express
ନମସ୍କାର ସାଙ୍ଗ ମାନେ🙏🙏 ଜୟ ଜଗନ୍ନାଥ,ଆମେ ଓଡ଼ିଆ ବୋଲି ଆମେ ଗର୍ବ କରୁ, ଆମେ ଏହି ଚାନେଲ ମାଧ୍ୟମରେ ଆପଣ ମାନଙ୍କ ସହ ସବୁବେଳେ ଜଡ଼ିତ ରହି ପ୍ରତ୍ୟେକଟି ମୁହୂର୍ତ୍ତ ବାଣ୍ଟିବାକୁ ଚାହୁଁ। ଆମେ ଏଠି ଆମର ଦୈନଦିନ ଜୀବନ ଶୈଳୀ, ପରିଦର୍ଶନ, ରୋଷେଇ ଏବଂ ଅନ୍ୟାନ୍ୟ ମାଧ୍ୟମରେ ଆପଣମାନଙ୍କ ମନୋରଞ୍ଜନ କରିବାକୁ ଚେଷ୍ଟା କରିବୁ।
ଯଦି ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗେ ତେବେ ଭିଡ଼ିଓ ଟିକୁ ଲାଇକ ଏବଂସେୟାର କରିବା ସହିତ ଚାନେଲ୍ ଟିକୁ Subscribe କରିବେ।
- 16:16
- 19 сағат бұрын
Mahabaleswar ରେ ପହଂଚିଗଲୁ Luey ଙ୍କ Birthday Celebration ପାଇଁ🤩🥰ଏମିତି ସୁନ୍ଦର ଯାଗା ହେଇଥିବ ଭାବି ନଥିଲୁ🥰😍
- 21:59
- Күн бұрын
Luey ଙ୍କ ର Midnight Birthday Celebration ରେ ହସି ହସି ପେଟ ପରାସ 😂😅 ଗୁଡ଼ିଆ ର କି Acting ଲୋ ମା🤩😅
- 17:58
- Күн бұрын
ଆଜି ଠୁ Start ହେଲା Daily Vlog🥰🙏 କଣ ପାଇଁ ଆସୁନଥିଲା video☹️Shopping Mall ରେ ଗୁଡ଼ିଆ ଏମିତ ହବ ଭାବିନଥିଲୁ 🥴😒
- 11:20
- 14 күн бұрын
ସାବିତ୍ରୀ ଓଷା ରେ ଶାଶୂ ବୋହୂ ଗଲେ ମନ୍ଦିର🤩ବୋଉ ପାଇଁ ସାବିତ୍ରୀ ରେ Luey କିଣିଦେଲେ ନୂଆ ଶାଢ଼ୀ🥰😍
- 17:51
- 21 күн бұрын
ସମସ୍ତେ ଗଲୁ ଘଟଗାଁ ମା ତାରିଣୀ ଙ୍କ ଦର୍ଶନ ପାଇଁ 🥰🙏ଆତ୍ମା ଶାନ୍ତି ହେଇଗଲା🥰
- 39:00
- Ай бұрын
ସମସ୍ତେ ଗଲୁ Wonderla Amusement Park😍🤩 ଆମ ସହ ମୋ ଶାଳୀ ଆସିଛି ପ୍ରଥମ ଥର😅🥰Park ରେ ହେଲା ଢେର୍ ସାରା ମସ୍ତି🥰
- 16:09
- Ай бұрын
ବହୁତ୍ କଷ୍ଟ ରେ ପାରାଦୀପ ରେ ପହଞ୍ଚିଲୁ ପିଉସୀ ଙ୍କ ଘରେ🥰😍Luey ପ୍ରଥମ ଥର ବରଣି ହେଇ ଯାଉଛନ୍ତି🤩ବୋଉ ତା ନଣଦ ଘରେ🥰😍
- 22:00
- Ай бұрын
ରାତି ୧୨ ଟା ରେ Family members ଦେଲେ Birthday Surprise🥰🤩 ମା ମଙ୍ଗଳା ଙ୍କ ପାଇଁ ସବୁ ହେଲା🥰କାଲି ବସିବ ୧୦୮ ଦୀପ🙏
- 32:16
- 2 ай бұрын
ଗୁଡ଼ିଏ ଆସିଛି ମାମୁଁ ଘର🥰🤩ମାମୁଁ ଘରେ ପହଞ୍ଚି ଗୁଡ଼ିଆ ଖାଲି ଚାଲୁଛି😍😅Reception Party ରେ Luey Mutton ଖାଇ 🤩🤤
- 24:04
- 2 ай бұрын
ଆଜି ବହୁତ୍ ଦିନ ପରେ ବାହାଘର ବରଯାତ୍ରୀ ରେ DANCE ଟି ହେଲା🤩🥰 ଗୁଡ଼ିଆ ଆସିଛି ମାଛ ପାଇଁ ମିଳିଗଲା ଫ୍ରେସ ଖଙ୍ଗା ମାଛ🥰🤤
- 33:47
- 2 ай бұрын
Finally ଆସି ପହଞ୍ଚିଗଲୁ Odisha ରେ🤩😍ସମ୍ବଲପୁର ରେ ପହଞ୍ଚିବା ପରେ ହେଲା ଢେର୍ ସାରା ମସ୍ତି🥰🤩 Mumbai to Odisha D2
- 30:05
- 2 ай бұрын
Mumbai to Odisha Road TRIP🤩😍 ଆମ ସହ କେଉଁମାନେ ଯାଉଛନ୍ତି😌🥰ପ୍ରଥମ ଦିନ 850Km Travel ପରେ କେଉଁଠି ରହିଲୁ🤩🥰
- 13:01
- 2 ай бұрын
ଓଡିଶା ଯିବା ପାଈଁ ସବୁ Packing ସରିଲା😍🤩ରାତି ୨ ଟା Packing ସାରି ଶୋଇଲୁ😍ସକାଳ ୪ ଟା ରୁ ବହାରିବୁ🤩
- 29:09
- 3 ай бұрын
Пікірлер