JAY JAGANNATH TV
ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ Iଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH : Dish TV-1397 , Airtel- 615 , Videocon D2H -1397 ,Sun Direct-490 & all cables of Odisha..
For More Info regarding availability of this channel, Please contact - 6372804618 (Mobile)
Also visit our other social media pages:
#jayjagannthtv #rathyatra2024 #rathayatralive#PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra2024
- 2:41
- 14 сағат бұрын
ଆଜି (26-07-2024) ପ୍ରାତଃ ୫ ଟା ୧ ମିନିଟରେ ଦ୍ୱାରଫିଟା ସମ୍ପନ୍ନ ହେଲା | TODAY DWARAPHITA | JAY JAGANNATH TV
- 37:15
- 22 сағат бұрын
ଘରେ କଣ କଲେ ଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ପଡେ ? ପଣ୍ଡିତ - ସୋମ୍ୟରଞ୍ଜନ ପଣ୍ଡା | JAY JAGANNATH TV
- 39:36
- 23 сағат бұрын
ନିଶ୍ୱାସ ପ୍ରଶ୍ୱାସ ବିଶ୍ଵାସରେ ଜଗନ୍ନାଥ | ପଣ୍ଡିତ ଭଜରାମ ଶତପଥୀ | JAY JAGANNATH TV
- 1:04:25
- Күн бұрын
ମାଙ୍କଡକାମୁଡ଼ିଲାଟୀକାନେଲି,ଶରୀରସାରାରିଆକ୍ସନହୋଇଫଳିଗଲା,ମନଦୁଃଖରେପ୍ରଭୁଙ୍କୁଡାକିଲି,ଶୁଣନ୍ତୁତା'ପରେ.......
- 7:41
- Күн бұрын
SANDHYA ALATI -JAGANNATH TEMPLE 25-Jul-2024 | ଶ୍ରୀପତିତପାବନଙ୍କ ସନ୍ଧ୍ୟା ଆଳତୀ ଦର୍ଶନ | JAY JAGANNATH TV
- 32:36
- Күн бұрын
ପ୍ରତିଦିନ ପତାକାଲାଗି ଦର୍ଶନ କଲେ ମନବଳ ଦୃଢ ହୋଇଥାଏ | 25 Jul-PATAKALAGI FULL VIDEO | JAY JAGANNATH TV
- 2:05
- Күн бұрын
JAGANNATH TEMPLE DIVINE FLAG CHANGE 25-Jul-2024 | ନୀଳଚକ୍ରରେ ନାଲି ରଙ୍ଗର ପତାକାଲାଗି | JAY JAGANNATH TV
- 37:49
- Күн бұрын
ଗରୁଡ଼ଙ୍କ ସ୍ନାନ ଜଳ ପ୍ରାପ୍ତି ହେଲେ କି ପୁଣ୍ୟ ଫଳ ମିଳେ ଶୁଣନ୍ତୁ ଗରୁଡ଼ ସେବକ ନୃସିଂହ ମହାପାତ୍ରଙ୍କ ଅନ୍ତରର କଥା
- 4:41
- Күн бұрын
ମୋର କାଳିଆ ପାଖରେ ଏତିକି ପ୍ରାର୍ଥନା ମୋତେ ଆଶୀର୍ବାଦ ନଦେଉ ପଛେ ହେଲେ କେବେ ଅଭିଶାପ ନମିଳୁ- JAY JAGANNATH TV
- 3:00
- Күн бұрын
ପୁନର୍ଜନ୍ମ ଦେଲେ ମହାପ୍ରଭୁ,6 ମାସଯାଏ କାହାକୁ ଚିହ୍ନିପାରିଲି ନାହିଁ,ସମଗ୍ର ପରିବାର ଚିନ୍ତାରେ ଥିଲେ-....
- 35:05
- Күн бұрын
ଦୀର୍ଘ୩ବର୍ଷଯାଏଁଛୁଆ-ପିଲା-ସ୍ୱାମୀ,ବାପା-ମାଆକାହାକୁଚିହ୍ନିପାରିଲିନି,କେମିତିକଣହେଲା,କହୁଛି ଶୁଣନ୍ତୁ...
- 26:46
- Күн бұрын
୭ଫୁଟସିଡ଼ିଉପରୁଗଡ଼ିଗଡ଼ିତଳେପଡ଼ିଲେ,ଦେହସାରାରକ୍ତ,ନାକବାଟେମଧ୍ୟରକ୍ତ,ଡାକ୍ତରହାତଟେକିଦେଲେ,ଶୁଣନ୍ତୁତା'ପରେ-
- 4:59
- Күн бұрын
ଡାକିଲା କାଳିଆ ଧାଇଁଲୁ ପରିବାର,ରାସ୍ତାସIରା ପ୍ରବଳ ଗହଳି,ଜୟ ଜଗନ୍ନାଥ ଡାକି ପହଂଚିଗଲୁ କାଳିଆ ପାଖରେ-....
- 3:32
- Күн бұрын
ଭଗବାନ ନେଲେ ପରୀକ୍ଷା,ଅନ୍ୟକୁ ସାହାଯ୍ୟ କଲେ ମୋ ଆତ୍ମାକୁ ଶାନ୍ତିମିଳେ,ସେଦିନ ବୃଦ୍ଧଲୋକଟି- JAY JAGANNATH TV
- 5:33
- Күн бұрын
ବାପା ଚାଲିଗଲେ,ବଡ଼ଭାଇର କିଡ଼ନୀ ଖରାପ,ଚତୁର୍ଦିଗ ଅନ୍ଧାରମୟ ଦେଖାଗଲା,କାଳିଆକୁ ଭରସା କରି ଔଷଧରେ ସୁସ୍ଥ....
- 39:40
- Күн бұрын
Torana Laxminka Majana | ଆଜି (25-07-2024) ମା' ତୋରଣ ଲକ୍ଷ୍ମୀଙ୍କ ମାଜଣା ନୀତି | JAY JAGANNATH TV
- 8:10
- Күн бұрын
ଆଜି(25-Jul)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban_Dhupa_Alati #JayJagannathTv
- 36:10
- Күн бұрын
ଆଜିଗୁରୁବାର,ମନସାପଞ୍ଚମୀ,ନାଗପୂଜା,ଆରୋଗ୍ୟଲାଭ,ନିଃସନ୍ତାନଦୁଃଖରୁଉଧାର,ସର୍ପଭୟରୁମୁକ୍ତି,ହଜିଲାଦ୍ରବ୍ୟପ୍ରାପ୍ତିହେବ...
- 41:30
- Күн бұрын
ଶ୍ରୀକ୍ଷେତ୍ରକୁ ମର୍ତ୍ତ ବୈକୁଣ୍ଠ କାହିଁକି କୁହାଯାଏ ? SRIKHETRAKU MARTTA BAIKUNTHA KAHINKI KUHAJAE ?
- 7:46
- 15 сағат бұрын
ଆଜି(25-07-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGA...
- 1:01:50
- 15 сағат бұрын
ଉଦୟସୂର୍ଯ୍ୟଙ୍କୁ ଦର୍ଶନକରି କ'ଣକହିଲେ ମନରକ୍ରୋଧଭାବ ନାଶଯାଏ | JAY JAGANNATH TV
- 2:01
- 15 сағат бұрын
ଆଜି (25-07-2024) ପ୍ରାତଃ ୫ ଟା ୦୧ ମିନିଟରେ ଦ୍ୱାରଫିଟା ସମ୍ପନ୍ନ ହେଲା | TODAY DWARAPHITA | JAY JAGANNATH TV
- 17:05
- 15 сағат бұрын
ଆଜି(25-07-2024) ବ୍ରାହ୍ମମୁହୁର୍ତ୍ତରେ ଶ୍ରୀମନ୍ଦିର ଦର୍ଶନ | TODAY EARLY MORNING DARSANA | JAY JAGANNATH TV
- 40:30
- 15 сағат бұрын
ଶୋଇଛନ୍ତି ହରି | ପଣ୍ଡିତ - ସୋମ୍ୟରଞ୍ଜନ ପଣ୍ଡା | JAY JAGANNATH TV
- 40:01
- 15 сағат бұрын
Пікірлер