America ru Khati
ନମସ୍କାର , ଜୟ ଜଗନ୍ନାଥମୁଁ ସ୍ଵାଗତିକା((ପ୍ରିୟା),ଏବେ କିଛି ବର୍ଷ ହେଲା ପରିବାର ସହିତ ଆମେରିକା ରେ ରହୁଛି I ଏତେ ଦୂର ରେ ରହି ମଧ୍ୟ, ଏଇ ଚାନେଲ ମାଧ୍ୟମ ରେ ସବୁ ଓଡ଼ିଆ ଲୋକ ମାନଙ୍କ ସହିତ ଯୋଡି ହେବା ମୋର ଉଦେଶ୍ୟ I ଆମେରିକା ର ସଂସ୍କୃତି, ଜୀବନ ଶୈଳୀ, ବିଭିନ୍ନ ପର୍ବ ପର୍ବାଣି ବିଷୟରେ ଆପଣମାନେ ଏହି ଚାନେଲ ରେ ଦେଖିପାରିବେ I ଆମେରିକା ଗୋଟେ ବହୁତ ସୁନ୍ଦର ଦେଶ , ଆଉ ମତେ ବୁଲିବାକୁ ବହୁତ ଭଲ ଲାଗେ I ତେଣୁ ଆପଣମାନଙ୍କୁ ବହୁତ ସୁନ୍ଦର ନୂଆ ନୂଆ ଜାଗା ସବୁ ବୁଲେଇକି ଦେଖେଇବି I ତା ସହିତ ନିଜ ଜୀବନର କିଛି ଅନୁଭୂତି ମଧ୍ୟ କହିବି I
ଆଶା କରୁଛି ଆପଣମାନଙ୍କୁ ଏହି ଚାନେଲ ଟି ନିଶ୍ଚୟ ଭଲ ଲାଗିବ ଏବଂ ଆମେ ଦେଖା ହେଉଥିବା ଭିଡ଼ିଓ ଗୁଡିକ ମାଧ୍ୟମରେ I
ଆପଣଙ୍କ ଦିନ ମଙ୍ଗଳମୟ ହେଉ I ଜୟ ଜଗନ୍ନାଥ
Follow me at
Facebook : facebook.com/iamswagdash
Instagram : @iamswagdash
For Paid Promotion: wa.me/message/5ATB3FRPC3JOM1
- 14:50
- 14 күн бұрын
ଆସନ୍ତୁ ବୋଉଙ୍କଠୁ ଶିଖିବା ପାରମ୍ପରିକ ଓଡ଼ିଆ ରୋଷେଇ - Sasughara Vlog -2 |#indiatrip2024|Americarukhati
- 15:39
- 14 күн бұрын
ମାନୁର Husband କାଇଁକି ସାଙ୍ଗରେ ରହୁନାହାଁନ୍ତି?-ଏତେ ବଡ ଖୁସିଦିନରେ କାନ୍ଦୁଛି|#indiatrip2024|America ru khati
- 15:34
- 21 күн бұрын
ଶାଶୁ ଏତେ ବିକଳ ହେଇ ଫୋନ କଲେବି ମୁ କାଇଁକି ଯାଉନି ଶାଶୁଘର ? | #indiatrip2024 #trending|America ru khati
- 16:42
- 28 күн бұрын
ବିଦାୟ ରାଜନୀରେ କଣ ରାନ୍ଧିଲା? ଶଶୁର କହିଲେ ମା ଥାଉ, କରନା ଆଉ🤣| #indiatrip2024 |America ru khati
- 13:27
- 28 күн бұрын
ଗାମୁଛା ରାଣୀ କିଏ, ଭିଡ଼ିଓ ଦେଖିଲେ ଜାଣିବେ🤣| India Trip 2024 #trending| #odiatravelvlog |America ru khati
- 16:52
- Ай бұрын
ଖାଲି ଆମେ ନୁହଁ,ଏତେ ଇଂଜିନିୟର ଧୋଖା ଖାଇଗଲେ ଏଠି 🤣| India Trip 2024 #trending| America ru khati
- 10:21
- Ай бұрын
India ପହଂଚି ଭୋରରୁ କାହା କବାଟ ବାଡ଼େଇ ଦେଲୁ Surprise 🫢|Gold price in Doha| America ru khati
- 14:18
- Ай бұрын
୨ବର୍ଷ ପରେ ଯାଉଛୁ ଘରକୁ - USA to INDIA Flight Cost ?କେତେ ଘଣ୍ଟାରେ ପହଁଚିବୁ ?#trending|America ru Khati
- 12:26
- Ай бұрын
କାହିଁକି ଏତେ ତରବରରେ ପ୍ୟାକିଂ କରି America ରୁ India ଆସୁଛୁ😭 ରଜ ଏଥର ଆକାଶରେ ?#trending|America ru Khati
- 11:25
- Ай бұрын
ଆମ ଆପଲ ଗଛରେ କେମିତିଆ ଫୁଲ ଦେଖନ୍ତୁ-ଏବର୍ଷ ବାଡ଼ିରେ କଣସବୁ ପରିବା ଫଳିଚି?#trending #odiavlog|America ru Khati
- 10:57
- Ай бұрын
ସାଦଖିଆ-୪ଟା Miscarriage ପରେ ପ୍ରଭୁଡାକ ଶୁଣିଲେ Non-Veg Thali #trending #viral #odiavlog America ru Khati
- 9:43
- 3 ай бұрын
ଆମକୁ ଏଠି ଏକୁଟିଆ ଛାଡିକି ସଚିନ କୁଆଡେ ଯାଉଛନ୍ତି?- Full Day Vlog ଯିବା ଆଗରୁ spl Mutton Rogan Josh|Khati
- 14:08
- 3 ай бұрын
ଏଠି ରାନ୍ଧିଲେ କି ଖାଇଲେ ଫାଇନ ୪ ଲକ୍ଷ ଦବ,ତଥାପି କାଇଁକି ଆସୁଛନ୍ତି ଲୋକ ? |Odia Travel vlog |America ru Khati
- 13:52
- 3 ай бұрын
କାଇଁକି ବନେଇଲି ଏତେ ସାରା ଖାଇବା- ୩/୪ ଦିନ ଯାଏଁ ଖରାପ ହବନି|Travel Meal Planning Odia vlog|America ru Khati
- 14:52
- 4 ай бұрын
ଆମେରିକାରେ ହେଲା ସବୁଠୁ ବଡ ଦୋଳମେଳଣ ଓ ହୋଲି| ନାଚି ନାଚି ପୁରା କମ୍ପେଇଦେଲୁ|America Holi vlog|America ru Khati
- 23:35
- 5 ай бұрын
First-Time Full Video ଆମେରିକା ସମୁଦ୍ରରୁ ବିରାଟ କଙ୍କଡା ଧରା, Cleaning,Cooking & Crab Eating|Ameri...
- 9:57
- 6 ай бұрын
ବାଡିରୁ ତୋଳାହେଲା କଷିକଖାରୁ ଆଉ ଡଙ୍କ 😋 -ଏମିତି ରାନ୍ଧିଲେ ପଖାଳ ହଉ କି ଗରମ ପୁରା ଉଡିଯିବ|🏡 Home Gardening|Khati
- 13:09
- 6 ай бұрын
ଆମେରିକାନ ସ୍କୁଲରେ ବି ଅଯୋଧ୍ୟା ବିଷୟରେ ଏଇୟା କହୁଛନ୍ତି ପିଲାଙ୍କୁ|Sriram Mandir Ayodhya|America ru khati
- 12:53
- 6 ай бұрын
ଘରେ ପରିବା ନଥିଲା, Winter spl recipe, ଏମିତି Dinner ସବୁଦିନ ଖାଇବେ ବୋଲି Husband କହିଲେ 😋|America ru khati
- 11:38
- 6 ай бұрын
ଅତି ଲୋଭରୁ ଏତେ ପଇସା ପାଣିରେ ପଡିଲା😭| ୨ପିସ ବ୍ରେଡ ଅଛି? କରନ୍ତୁ ଶୀତଦିନେ ଭାରି ଜମିବ Super Crispy Fish Fry
- 13:40
- 6 ай бұрын
Пікірлер