Aamara Charcha
ନମସ୍କାର🙏❤️ପ୍ରିୟ ଦର୍ଶକବନ୍ଧୁ😲 ଆମ ହିନ୍ଦୁ ଶାସ୍ତ୍ରର ଅନେକ ତଥ୍ୟ ବିଶେଷ କରି ରାମାୟଣ ମହାଭାରତରେ ରହିଥିବା ପାତ୍ର ମାନଙ୍କୁ ଏବଂ କିଛି ପ୍ରସଙ୍ଗକୁ ନେଇ ଅନେକ ଲୋକ ଭ୍ରମରେ ରହୁଛନ୍ତି।ମିଛକୁ ସତ😅ସତକୁ ମିଛ ଭାବରେ ମାନି ଆସୁଛନ୍ତି। ଏହାର କାରଣ ହେଲା ଆମ୍ଭମାନଙ୍କର ଅଜ୍ଞାନତା ଆଉ ଅନ୍ଧବିଶ୍ୱାସ । ତର୍କର ସହିତ ଯିଏ ଯାହା କହିଦେଲା ତାହାରି କଥାକୁ ଆମ୍ଭେମାନେ ବିଶ୍ୱାସ କରି ନେଉଛନ୍ତି।ଆଉ ନିଜେ ଭ୍ରମିତ ହୋଇ ଅନ୍ୟକୁ ଭ୍ରମରେ ପକାଉଛନ୍ତି କିନ୍ତୁ କେବେ ଏହାର 📖 ପ୍ରମାଣ ଖୋଜିବାକୁ ଚେଷ୍ଟା କରୁନାହାନ୍ତି।
ଦର୍ଶକବନ୍ଧୁ ଆପଣ ଯଦି କୌଣସି ତଥ୍ୟର ସତ୍ୟତା ଜାଣିବକୁ ଚାହୁଁଛନ୍ତି ତେବେ #Aamaracharcha 🚩 ଆଧ୍ୟାତ୍ମିକ ଓଡ଼ିଆ youtube ଚେନେଲକୁ SUBSCRIBED କରନ୍ତୁ। ଏହି ଚେନେଲରେ ନିଷ୍ପକ୍ଷ ପ୍ରମାଣ ସହିତ ପ୍ରତ୍ୟେକ ତଥ୍ୟର 🎥VIDEO ଦିଆଯାଉଛି।ଆଉ ଆପଣଙ୍କ ମନରେ ଉଠୁଥିବା ବିବାଦୀୟ ତଥ୍ୟ ଗୁଡ଼ିକ Comment ମାଧ୍ୟମରେ ଆମକୁ ଜଣାଇ ପାରିବେ।
🚩ଜୟ ସତ୍ୟ ସନାତନ🚩🙏🙏🙏
- 13:39
- 3 ай бұрын
ରାମାୟଣ ଏବଂ ମହାଭାରତରେ ବ୍ୟଭିଚାରର ଅନୁସନ୍ଧାନ ଏବଂ କାହାଣୀର ସତ୍ୟତା | Hindu Sastra Re Byabhicharit Misrana ।
- 2:01
- 4 ай бұрын
500₹ ରେ ନୂଆ ଓଡ଼ିଶା ଗଠିବେ ସ୍ୱାଭିମାନି ଓଡ଼ିଆ | Odisha 2024 Election | BJD | BJP | Vote Yatra
- 9:25
- 5 ай бұрын
ପୃଥୀବିରେ ସୁଖ ବୋଲି କିଛି ସତରେ କଣ ଅଛି, ଯଦି ଅଛି ତେବେ ଶୁଖର ପରିଭାଷା କଣ? The Way To Get Happiness Instantly
- 13:54
- 6 ай бұрын
Murti puja in vedas : କଣ ବୈଦିକ କାଳରେ ମଧ୍ୟ ମୂର୍ତ୍ତି ପୂଜା ହେଉଥିଲା? Murti puja kariba uchit nuhe kahiki
- 8:44
- 6 ай бұрын
ଶ୍ରୀକୃଷ୍ଣ ଗୋପିଙ୍କ ବସ୍ତ୍ର ଚୋରେଇ ଉଚିତ କର୍ମ କରିଛନ୍ତି କି? Sri Krishna Kahiki Choraile Gopi nka Bastra
- 7:03
- 7 ай бұрын
ବ୍ରହ୍ମା ନିଜ ଝିଅକୁ ବିବାହ କରିଲେ କାହିଁକି? || Truth behind Brahma Saraswati Controversy ||
- 8:34
- 8 ай бұрын
ଶ୍ରୀରାମ ଶୁଦ୍ରଙ୍କର ଏତେ ବଡ଼ ଶତ୍ରୁ ହୋଇଲେ କାହିଁକି! କି ପ୍ରମାଣ ରହିଛି ରାମାୟଣରେ। Ramayana 🚫 Exposed
- 15:07
- 9 ай бұрын
ପିରିୟଡ଼ ସମୟରେ ମହିଳା ଅପବିତ୍ର ହୋଇଥାଏ କି? Monthly period cycle will be on time do this remedy
- 4:56
- 10 ай бұрын
ଶ୍ରୀରାମ ଗର୍ଭବତୀ ପତ୍ନୀଙ୍କୁ ତ୍ୟାଗ କାହିଁକି କରିଲେ? Sriram sita nku tyaga karile kanhiki |Ramayana Katha
- 15:24
- 11 ай бұрын
Brahmanawad - ଜାତି ଭେଦଭାବ ବ୍ରାହ୍ମଣ ମାନେ କରିଛନ୍ତି କି?। Brahmanawad In Manusmriti। Brahmana Kiye
- 15:57
- 11 ай бұрын
Manusmriti On Women: ପ୍ରାଚୀନ ଭାରତରେ ଏମିତି ଥିଲା ମହିଳାଙ୍କ ଦଶା ଆଉ ଆଜି.. Role Of Women In Vedic Bharat
- 14:48
- 11 ай бұрын
ମନୁସ୍ମୃତି କାହିଁକି ବିବାଦରେ ରହିଛି । Kan Rahichi Manusmruti Re । Controversy Of Manusmruti In Odia
- 8:34
- Жыл бұрын
ହିନ୍ଦୁ ଧର୍ମ ଗ୍ରନ୍ଥରେ ଜାତି ଭେଦଭାବ ପ୍ରଥା ଉଲେଖ ରହିଛି କି? Sudra o Nari ku veda patha kariba mana kahiki
- 6:24
- Жыл бұрын
ଜୀବନ ଆଉ ମୃତ୍ୟୁର ବାସ୍ତବିକ ରୂପ କଣ?
- 9:08
- Жыл бұрын
ବ୍ରାହ୍ମଣ ପ୍ରକୃତରେ କିଏ? ମନୁଷ୍ୟକୁ ବର୍ଣ୍ଣରେ ବିଭକ୍ତ କାହିଁକି କରାଯାଇଛି? History of Brahman | Varna System
- 9:11
- Жыл бұрын
Пікірлер